fbpx

ଓଏଏସ ସ୍ତରରେ ଅଦଳବଦଳ;ବଦଳିଲେ ୧୧ ଜଣ ତହସିଲଦାର

ଭୁବନେଶ୍ୱର : ପୁଣି ଠାରେ ରାଜ୍ୟରେ ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଚଳିତ ଥର ୨୦ ପ୍ରଶାସନିକ ଅଧିକାରୀଙ୍କୁ ବଦଳି କରାଯାଇଥିବା ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ନିମ୍ନରେ ଦିଆ ଯାଇଥିବା ତାଲିକା ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନକୁ ବଦଳି ହୋଇଥିବା ଅଫିସରମାନଙ୍କୁ ତୁରନ୍ତ ରିଲିଭ୍ କରିବା ନିର୍ଦ୍ଦେଶ ଦିଆଯାଇଛି। ଏହାବାଦ ଶୀଘ୍ର ଯୋଗ ଦେବାକୁ କୁହା ଯାଇଛି ।

 

Get real time updates directly on you device, subscribe now.