fbpx

ଲଭ ସେକ୍ସ ଧୋକା ଅଭିଯୋଗ: ଓଡ଼ିଆ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ

ଭୁବନେଶ୍ୱର: ଓଡ଼ିଆ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଲଭ ସେକ୍ସ ଧୋକା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

ଅଭିଯୋଗ ଅନୁସାରେ, ବିବାହର ପ୍ରଲୋଭନ ଦେଖାଇ ସେ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଭଦ୍ରକର ଜଣେ ଯୁବତୀଙ୍କୁ ଭଲ ପାଇ ଠକିଥିଲେ । ଯୁବତୀଙ୍କଠାରୁ ଦେବେଶ ଟଙ୍କା ଠକିଥିବା ମଧ୍ୟ ଅଭିଯୋଗ ହୋଇଛି ।

ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ଦେବେଶଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ, ଯାଜପୁରରୁ ଦେବେଶକୁ ଗିରଫ କରିଛି ପୋଲିସ ।

Get real time updates directly on you device, subscribe now.