ଏଣିକି ବାର୍ଦ୍ଧକ୍ୟ ଭତ୍ତା ଏତିକି ଟଙ୍କା ପାଇବେ ଲୋକେ, ପ୍ରସ୍ତୁତ ହେଲା ବଜେଟ
ଆଜି ବିଧାନସଭାରେ ଉପସ୍ଥାପନ କରାଯାଉଛି ବଜେଟ।
ଭୁବନେଶ୍ୱର: ଆଜି ରାଜ୍ୟ ବଜେଟ ଉପସ୍ଥାପନ ବିଧାନସଭାରେ କରାଯାଉଛି। ଏହି ବଜଟରେ ପେନସନ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି। ତେବେ ଆସନ୍ତୁ ଜାଣିବା କେଉଁ ଭତ୍ତା ପାଇଁ କେତେ ଟଙ୍କା ଧାର୍ଯ୍ୟ କରାଯାଇଛି।
ମଧୁବାବୁ ପେନସନ ଯୋଜନା ୫ ହଜାର ୩୭୦ କୋଟି ରଖାଯାଇଛି। ସେହିପରି ନିଃସହାୟ ପାଇଁ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ୨,୧୮୧ କୋଟି। ଇନ୍ଦିରା ଗାନ୍ଧୀ ଜାତୀୟ ପେନସନ ୧ ହଜାର ୧୬ କୋଟି ଟଙ୍କା ରହିଛି।