fbpx

ଆଇପିଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର: ବଦଳିଲେ କଟକ, ନୟାଗଡ଼ ଏସ୍‌ପି

Advertisement

ଭୁବନେଶ୍ୱର: IPS ଅଧିକାରୀ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର। ଏନେଇ ଗୃହ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ଜାରି ହୋଇଛି। ବରିଷ୍ଠ ଆଇପିଏସ୍‌ ସଫିନ ଅହମ୍ମଦଙ୍କୁ କ୍ରାଇମବ୍ରାଞ୍ଚ ଆଇଜି, ସାର୍ଥକ ଷଡ଼ଙ୍ଗୀ ହେଲେ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ମିଳିଛି। ସେହିଭଳି ଯୁଗଳ କିଶୋର ବାନୋଥ୍ ଏଆଇଜି ହେଡକ୍ବାର୍ଟରକୁ ବଦଳି ହୋଇଥିବା ବେଳେ ରାହୁଲ ଜୈନ ନୟାଗଡ଼ ଏସ୍‌ପି ଏବଂ ମିହିର କୁମାର ପଣ୍ଡା କଟକ ଗ୍ରାମାଞ୍ଚଳ ଏସ୍‌ପି ଭାବେ ନିଯୁକ୍ତ ହୋଇଛନ୍ତି।

Image

Get real time updates directly on you device, subscribe now.