fbpx
BJD SKY
BJD SKY

ଓଡ଼ିଶା ନମ୍ବର ୱାନ୍

BJD

ନୂଆଦିଲ୍ଲୀ, ୯ା୧୨ (ଓଡିଶା ଭାସ୍କର): ଅର୍ବାନ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ-୨୦୨୦ରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଛି । ତେବେ ଓଡ଼ିଶା ୫୬.୮୬ ପଏଣ୍ଟ ହାସଲ କରିଥିବା ଜଣାଯାଇଛି । ଦ୍ୱିତୀୟରେ ମହାରାଷ୍ଟ୍ର ଓ ତୃତୀୟରେ ଛତିଶଗଡ଼ ରହିଛନ୍ତି । ଚତୁର୍ଥରେ କେରଳ ଓ ପଞ୍ଚମରେ ମଧ୍ୟପ୍ରଦେଶ ରହିଛନ୍ତି । ଶେଷ ୨ଟି ସ୍ଥାନରେ ମଣିପୁର ଓ ନାଗାଲାଣ୍ଡ ରହିଛନ୍ତି । ପ୍ରଜା ଫାଉଣ୍ଡେସନ ପକ୍ଷରୁ ଏହି ପୁରସ୍କାର ମିଳିଥିବା ଜଣାଯାଇଛି ।

Get real time updates directly on you device, subscribe now.