Office Romance: ଜାଣନ୍ତୁ କେଉଁ ସେକ୍ଟରରେ ସବୁଠୁ ଅଧିକ ଚାଲେ Affairs
କେଉଁ ଅଫିସରେ ଅଧିକ ଚାଲେ ଆଫେୟର୍ସ, ଜାଣନ୍ତୁ
ନୂଆଦିଲ୍ଲୀ: ଅଫିସରେ କାମ କରୁଥିବା ବେଳେ ସାଧାରଣତଃ କଲିହ ସହ ଆଫେୟର୍ସ ହୋଇଯାଇତାଏ। ହେଲେ ଅନେକ ଥର ବିବାହିତ ଲୋକେ ମଧ୍ୟ ୱାର୍କକଲଚରରେ ଆଫେୟର୍ସ ରଖୁଥିବା ନଜର ଆସିଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସେକ୍ଟରରେ ଅଧିକ ରୋମାନ୍ସ ଗେମ୍ ହୋଇଥାଏ।
ଟ୍ରେଡ୍ ସେକ୍ଟର ନଂ୧: ବିବାହିତ ଏବଂ ଅବିବାହିତ ରୋମାନ୍ସ ଚଳନ ସମାଜରେ ଅଧିକ ବଢିଯାଇଥାଏ। ରିପୋର୍ଟ ମୁତାବକ ଅଫିସରେ ଆଫେୟର୍ସ ସବୁଠୁ ଅଧିକ ଘଟଣାଗୁଡ଼ିକ ଟ୍ରେଡ୍ ସେକ୍ଟରରେ ହୋଇଥାଏ।
ମେଡିକାଲ ସେକ୍ଟର: ଏଠାରେ ଡାକ୍ତର ଏବଂ ନର୍ସଙ୍କ ମଧ୍ୟରେ ଅଧିକ ଆଫେୟର୍ସ ହୋଇଥିବା ଦେଖିବାକୁ ମିଳେ।
ଆଇଟି ସେକ୍ଟର: ଇନଫର୍ମମେସନ ଟେକ୍ନୋଲୋଜୀ ସେକ୍ଟର ତାଲିକାର ୩ୟ ସ୍ଥାନରେ ରହିଛି। ଏହିଠାରେ କାମ କରୁଥିବା ପ୍ରଫେସନାଲ ମଧ୍ୟରେ ଅଫିସ ରୋମାନ୍ସର ଘଟଣାଗୁଡ଼ିକ ସାମ୍ନାକୁ ଆସୁଛି।
Entrepreneurship: ଷ୍ଟାର୍ଟଅପ୍ସ ଏବଂ ନିଜ ବ୍ୟବସାୟରେ ଲାଗିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଆଫେୟର୍ସର ଘଟଣାଗୁଡ଼ିକ ଚତୁର୍ଥ ନମ୍ବରରେ ଅଛି।
ଅନ୍ୟ ସେକ୍ଟର୍ସ: ଏଜୁକେସନ ଏବଂ ଫାଇନାନ୍ସ ସେକ୍ଟର୍ସର ନମ୍ବର ଆସିଥାଏ। ଏଠାରେ ମଧ୍ୟ ରୋମାନ୍ସର ଘଟଣାଗୁଡ଼ିକ ହୋଇଥାଏ। ଏହା ବ୍ୟତୀତ ମିଡିଆ ସେକ୍ଟରରେ ମଧ୍ୟ କଲିଗ ମଧ୍ୟରେ ଆଫେୟର୍ସ ହେବା ସାଧାରଣ କଥା ହୋଇଗଲାଣି।
ଖୁଲାସା: ଆଇଟି ସେକ୍ଟରରେ ଏକ୍ସଟ୍ରା ମ୍ୟାରିଟାଲ ଆଫେୟର୍ସ ଟ୍ରେନ୍ଡକୁ ନେଇ କିଛି ସମୟ ପୂର୍ବରୁ ଏକ ରେଡିଟ ୟୁଜର୍ସ ଲେଖିଥିଲେ ଯେ, କାହିଁକି ଚିଟିଙ୍ଗକୁ କରପୋରେଟ ସେକ୍ଟର ଖାସକରି ଆଇଟି ସେକ୍ଟରକୁ ସାଧାରଣ ଭାବେ ଦେଖାଯାଇଥାଏ। ମୋର ଏଠାରେ ସିନିୟରମାନେ ଅଛନ୍ତି, ଯେଉଁମାନେ ନିଜ ସ୍ତ୍ରୀକୁ ଧୋକା ଦେଉଛନ୍ତି।
କାହିଁକି ହୁଏ: ଯଦି ଆପଣ ବ୍ୟାଚଲର ଏବଂ କାହା ସହ ହୃଦୟ ଯୋଡ଼ି ହୋଇଯାଉଛି, ତେବେ ଏହା ଭୁଲ ନୁହେଁ। ହେଲେ କାହା ସହ କମିଟମେଣ୍ଟ ହୋଇ, ଅନ୍ୟ କାହା ସହ ଯୋଡ଼ି ହୋଇଯିବା ଭୁଲ। ସେହିପରି ଡେଟିଂ ସାଇଟ୍ ସର୍ଭେ ବା ସୋସିଆଲ ମିଡିଆର କାହାଣୀଗୁଡ଼ିକ ଅଧିକ ବିଶ୍ୱାସନୀୟ ନୁହେଁ।