fbpx

ଅଗଷ୍ଟ ୯ରୁ ଆରମ୍ଭ ହେବ OJEE-୨୦୨୪ ୱେବ-ବେସଡ୍ କାଉନସେଲିଂ ପ୍ରକ୍ରିୟା: ଜାରି ହେଲା ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୯ ତାରିଖ (ଶୁକ୍ରବାର) ଦିନରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୪ର ୱେବ-ବେସଡ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ । ଇଣ୍ଟିଗ୍ରେଟେଡ ଏମବିଏ ଓ ଏଲ ଫାର୍ମାସିଂର ପେଣ୍ଡିଂ ପ୍ରୋସେସ ପାଇଁ ଏହି କାଉନସେଲିଂ କରାଯିବ । ଗତ ମେ, ମାସରେ ଅନୁଷ୍ଠିତ ହୋଇଥିବା ଓଜେଇଇ ୨୦୨୪ ପରୀକ୍ଷାରେ ଭାଲିଡ୍ ରାଙ୍କ ରଖିଥିବା ପ୍ରାର୍ଥୀମାନେ ଅଫିସିଆଲ https://odishajee.com/ ଓ  କୁ ପରିଦର୍ଶନ କରି କାଉନସେଲିଂ ଶିଡ୍ୟୁଲ ଓ ଏହି କୋର୍ସଗୁଡ଼ିକର ପ୍ରକ୍ରିୟା ବାବଦରେ ସବିଶେଷ ତଥ୍ୟ ଜାଣି ପାରିବେ ।

Get real time updates directly on you device, subscribe now.