fbpx

ସେପ୍ଟେମ୍ବର ୬ରୁ ଆରମ୍ଭ ହେବ OJEE, ସିବିଟି ମୋଡରେ ହେବ ପରୀକ୍ଷା

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସ ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି OJEE ପରୀକ୍ଷା । ୬ ତାରିଖରୁ ଆରମ୍ଭ ହୋଇ ଏହା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଦୈନିକ ୩ଟି ସିଫ୍ଟରେ CBT ମୋଡରେ ପରୀକ୍ଷା କରାଯିବ । ଏନେଇ ପରୀକ୍ଷା ନେଇ OJEE ଅଧ୍ୟକ୍ଷ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.