fbpx

OJEE ଅନଲାଇନ ପରୀକ୍ଷା କେନ୍ଦ୍ର ବୃଦ୍ଧି

ଭୁବନେଶ୍ୱର, ୨୫ା୭(ଓଡ଼ିଶା ଭାସ୍କର): ଓଜେଇଇ ଅନଲାଇନ ପରୀକ୍ଷା କେନ୍ଦ୍ରକୁ ବୃଦ୍ଧି କରାଯାଇଛି । ରାଜ୍ୟର ଅନୁଗୁଳ, ବାରିପଦା, ବରଗଡ଼, ଜୟପୁର ଓ କେନ୍ଦୁଝର ଜିଲ୍ଲାରେ ବି ଅନଲାଇନ ପରୀକ୍ଷା କେନ୍ଦ୍ର କରାଯିବ । ଆବେଦନକାରୀ ଆବଶ୍ୟକ ସ୍ଥଳେ ପରୀକ୍ଷା କେନ୍ଦ୍ର ବଦଳାଇ ପାରିବେ ବୋଲି ସୂଚନା ମିଳିଛି । ଜୁଲାଇ ୨୪ରୁ ୩୧ ତାରିଖ ମଧ୍ୟରେ ଆବେଦନକାରୀ ଏହି ଆବେଦନ କରିପାରିବେ ।

Get real time updates directly on you device, subscribe now.