fbpx
BSKY
BJD SHG SKY
BJD YOUTH SKY

ବୃଦ୍ଧାଙ୍କୁ ପ୍ରଭାବିତ କଲା ରାହୁଲ ଗାନ୍ଧୀଙ୍କ ବିଚାର, ରାହୁଲଙ୍କ ନାଁରେ କରି ଦେଲେ ୫୦ ଲକ୍ଷ ସମ୍ପତ୍ତି ଓ ସୁନା-ଗହଣା

ଡେରାଡୁନ୍‌: ଉତ୍ତରାଖଣ୍ଡରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ପାର୍ଟି ଶୋଚନୀୟ ପରାସ୍ତ କରିଛି । ଏହାପରେ ପାର୍ଟିରେ ବିଭିନ୍ନ ପ୍ରକାରର ସମସ୍ୟା ଜାରି ରହିଛି । ଏହି ମଧ୍ୟରେ ଜଣେ ମହିଳା ତାଙ୍କର ସସସ୍ତ ସମ୍ପତ୍ତି ରାହୁଲଙ୍କ ନାଁରେ ସମସ୍ତ ସମ୍ପତ୍ତି କରିଦେଇଛନ୍ତି । ତାଙ୍କ ମତରେ ରାହୁଲଙ୍କ ଉପସ୍ଥିତି ରାଜନୀତିରେ ଖୁବ୍‌ ଆବଶ୍ୟକତା ରହିଛି । ଡେରାଡୁନ୍‌ ସ୍ଥିତ ୭୮ ବର୍ଷୀୟ ମହିଳା ପୁଷ୍ପା ମୁଞ୍ଜିୟାଲ ତାଙ୍କର ସମସ୍ତ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀଙ୍କୁ କରି ଦେଇଛନ୍ତି । ତେବେ ଏଥିରେ ୫୦ ଲକ୍ଷ ସମ୍ପତ୍ତି ସହିତ ୧୦ ତୋଳା ସୁନା ମଧ୍ୟ ରହିଛି ।

ସୂଚନାଯୋଗ୍ୟ ରାହୁଲଙ୍କ ବିଚାର ବୃଦ୍ଧାଙ୍କୁ ଖୁବ୍‌ ପ୍ରଭାବିତ କରିଥିବା ସେ କହିଛନ୍ତି ।

Get real time updates directly on you device, subscribe now.