ଭୁବନେଶ୍ୱର: ଭତ୍ତା ଅପେକ୍ଷାରେ ୬ ଲକ୍ଷ ୪ ହଜାର ୬୮୮ ଜଣ ଆବେଦନକାରୀ ଆବେଦନ କରିଛନ୍ତି । ବିଧାୟକ ସାରଦା ନାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି ୪,୬୪,୮୪୯ ଜଣ । ଭିନ୍ନକ୍ଷମ ଭତ୍ତା ପାଇଁ ଆବେଦନ କରିଛନ୍ତି ୪୦,୯୨୭ ଜଣ ।
ସେହିପରି ବିଧବା ଭତ୍ତା ପାଇଁ ଆଦେବନ କରିଛନ୍ତି ୬୧,୫୯ ଜଣ ଆଶାୟୀ । ଅନ୍ୟପକ୍ଷେ କୁଷ୍ଠ ରୋଗୀ ଭତ୍ତା ପାଇଁ ଆବେଦନ କରିଛନ୍ତି ୨୬୯ ଜଣ ଆବେଦନ କରିଛନ୍ତି ।