ପୁରୀ: ପୁଣି ଥରେ ପୁରୀ ଜିଲ୍ଲା ପିପିଲିର ଡେଲାଙ୍ଗ ଅଞ୍ଚଳରେ ନାବାଳକ ନିଖୋଜ। 1.5ମାସ ପୂର୍ବରୁ ମଧ୍ୟ ସେହି ଡେଲାଙ୍ଗ ଅଞ୍ଚଳରୁ ଏକ ନାବାଳକ ନିଖୋଜ ହୋଇଥିଲେ। ସେହି ଘଟଣା ପୁଣି ଥରେ ପୁନରାବୃତ୍ତି ହୋଇଛି।
24 ଘଣ୍ଟାରୁ ଅଧିକ ସମୟ ହେଲାଣି ବେନୁପଡ଼ା ଗାଁର ଦଶମ ଶ୍ରେଣୀ ଛାତ୍ର ସନ୍ଦୀପ ରାଉତ ନିଖୋଜ ଅଛନ୍ତି। ପରିବାର ଲୋକେ ଏହି ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି।