ବିବାଦରେ ଅଶ୍ଲୀଳ ଫିଲ୍ମ ଅଭିନେତ୍ରୀ, ଭଡ଼ା ଘରେ କରୁଥିଲେ ରାସଲୀଳା… ଭିଡିଓ ଭାଇରାଲ ପରେ ପଡ଼ିଲେ ଧରା
୧୪ ଘଣ୍ଟାରେ ୧୦୦ ଜଣଙ୍କ ସହ ଯୌନ ସମ୍ବନ୍ଧ ରଖିଲେ ଲିଲୀ। ଗୋଟିଏ ଦିନରେ ୧୦୦୦ ଜଣଙ୍କ ସହ ମାରାଥନ୍ ଶାରୀରିକ ସମ୍ପର୍କ ରଖି ରେକର୍ଡ କରିବାକୁ ରଖିଛନ୍ତି ଆଶା।
ଲଣ୍ଡନ: ବ୍ଲୁ ଫିଲ୍ମ ଅଭିନେତ୍ରୀ ଲିଲୀ ଫିଲିପ୍ସରେ ବିବାଦରେ ଛନ୍ଦି ହୋଇଯାଇଛନ୍ତି । ନିଜର ଶରୀରର ଭୋକ ମେଣ୍ଟାଇବା ପାଇଁ କରିଥିଲେ ସେକ୍ସ ମାରାଥନ୍ । ଯାହାପାଇଁ ତାଙ୍କୁ ଏବେ ହଟହଟା ହେବାକୁ ପଡ଼ିଛି ।
ଗୋଟିଏ ଦିନରେ ୧୦୧ ଜଣଙ୍କ ସହ ସେକ୍ସ କରି ଏବେ ଚର୍ଚ୍ଚାରେ ଆସିଛନ୍ତି ଲିଲୀ । ଯାହାର ଭିଡିଓ ମଧ୍ୟ ସେ ଶେୟାର କରିଛନ୍ତି । ଲିଲୀଙ୍କ କହିବା ଅନୁସାରେ ସେ ମାତ୍ର ୧୪ ଘଣ୍ଟାରେ ୧୦୦ ଜଣଙ୍କ ସହ ସେକ୍ସ କରିଛନ୍ତି ।
ଆଗାମୀ ଦିନରେ ୨୩ ବର୍ଷିୟା ପର୍ଣ୍ଣ ଅଭିନେତ୍ରୀ ୧୦୦୦ ଜଣଙ୍କ ସହ ସେକ୍ସ କରିବା ନେଇ ଚାହୁଁଥିବା କଥା ମଧ୍ୟ କହିଛନ୍ତି ।
ଲିଲୀ ଲଣ୍ଡନର ଏକ ହାଇ ପ୍ରୋଫାଇଲ୍ ଘରେ ଭଡ଼ାରେ ରହୁଥିବାବେଳେ କେମିତି ୧୦୦ ପୁରୁଷଙ୍କୁ ନିଜ ଭଡ଼ା ଘରକୁ ଡାକି ସେକ୍ସ କଲେ ତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।
କାରଣ ସେ ରହୁଥିବା ଘରେ ବାହାର ଲୋକଙ୍କ ପ୍ରବେଶ ନିଷେଧ ଥିଲା । ଏତେ କଟକଣା ଭିତରେ ଲିଲି କିପରି ଅନ୍ୟ ପୁରୁଷଙ୍କୁ ନିଜ ଘରକୁ ଡାକି ମାରାଥନ୍ ସେ କଥା ଭାବି ସ୍ଥାନୀୟ ଲୋକେ ଏବେ ଚିନ୍ତାରେ ।
ଲିଲୀଙ୍କ ପଡ଼ୋଶୀଙ୍କ କହିବା ଅନୁସାରେ ସେମାନେ କେବେ ଲିଲୀଙ୍କ ରହୁଥିବା ଘରକୁ କୌଣସି ପୁରୁଷ ଯିବାର ଦେଖି ନାହାନ୍ତି । ଆଉ କିଛି ଜଣ କହିଛନ୍ତି, ଆପାର୍ଟମେଣ୍ଟକୁ ଅନେକ ସମୟରେ ବାହାର ଲୋକ କାମ କରିବାକୁ ଆସନ୍ତି, ସେମାନଙ୍କ ଆଳରେ ଯଦି କୌଣସି ବ୍ୟକ୍ତି ତାଙ୍କ ପାଖକୁ ଆସିଥିବ ଆମେ କହିପାରିବୁନି ।
ମାମଲା ସାମ୍ନାକୁ ଆସିବା ପରେ ଲିଲୀ ଭଡ଼ା ଘର ଛାଡ଼ି ଦେଇଥିବା ଜଣାପଡ଼ିଛି । କିନ୍ତୁ ତାଙ୍କ ନୂଆ ଠିକଣା ଏବେ କେଉଁଠି କାହାକୁ ଜଣା ନାହିଁ ।