fbpx
BSKY SKY
BSKY SKY

ପ୍ରକାଶ ପାଇଲା ASO ରେଜଲ୍ଟ: ୧୧୦୪ ଜଣ କୃତକାର୍ଯ୍ୟ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରକାଶ ପାଇଲା ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଲିଖିତ ପରୀକ୍ଷା ରେଜଲ୍ଟ ।

ମୋଟ ୧୧୦୪ ଜଣ ପ୍ରାର୍ଥୀ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି । ଏନେଇ ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି ।

କୃତକାର୍ଯ୍ୟ ପ୍ରାର୍ଥୀଙ୍କ ଡକ୍ୟୁମେଣ୍ଟ ଭେରିଫିକେସନ ପାଇଁ ନୋଟିସ ଦିଆଯାଇଛି ।

ଆସନ୍ତା ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ଡକ୍ୟୁମେଣ୍ଟ ଭେରିଫିକେସନ ହେବ । ଅଗଷ୍ଟ ୨୭ରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସ ପାଇଁ ହୋଇଥିଲା ଲିଖିତ ପରୀକ୍ଷା । ଆପଣମାନେ ନିଜ ରେଜଲ୍ଟ ଜାଣିବା ପାଇଁ www.opsc.gov.in ଲିଙ୍କ ଯାଇ ଦେଖିପାରିବେ ।

Get real time updates directly on you device, subscribe now.