ସେପ୍ଟେମ୍ବର ୨୭ରେ ହେବ OTET ପରୀକ୍ଷା, ବୋର୍ଡ ପକ୍ଷରୁ ସୂଚନା ଜାରି

ଭୁବନେଶ୍ୱର: ସେପ୍ଟେମ୍ବର ୨୭ରେ ଓଟିଇଟି ପାରୀକ୍ଷା । ବୋର୍ଡ ପକ୍ଷରୁ ଜରି ହେଲା ପରୀକ୍ଷା ତାରିଖ ।

୨ଟି ସିଟିଂରେ ଓଟିଇଟି ପରୀକ୍ଷା କରାଯିବ ବୋଲି ବୋର୍ଡ ତରଫରୁ ସୂଚନା ଜାରି କରାଯାଇଛି ।

ପେପର୍-୧:୯ଟାରୁ୧୧.୩୦; ପେପର-୨: ୨ଟାରୁ ସାଢ଼େ ୪ ଟା ପର୍ଯ୍ୟନ୍ତ ପରୀକ୍ଷା କରାଯିବ । ପରୀକ୍ଷା କେନ୍ଦ୍ରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।