ବିହାରରେ କଡା ଟକ୍କର: କେତେବେଳେ ବି ପଲଟିପାରେ ରେଜଲ୍ଟ , ଜାଣନ୍ତୁ ୪ଟା ସୁଦ୍ଧା କିଏ ରହିଛି ଆଗରେ?
ପାଟନା,୧୦ ।୧୧: ବିହାର ବିଧାନସଭାର ୨୪୩ଟି ଆସନ ପାଇଁ ହୋଇଥିବା ନିର୍ବାଚନର ଭୋଟ ଗଣନା ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ ଓ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ…