ଖରାଦିନେ ସୁସ୍ଥ ରହିବାକୁ ଚାହୁଁଥିଲେ ପିଅନ୍ତୁ ଲେମ୍ବୁପାଣି, ଜାଣନ୍ତୁ ଏହାର ଫାଇଦା
ଖରାଦିନ କାହାକୁ ବା ପସନ୍ଦ । ସମସ୍ତେ ଏହି ଋତୁକୁ ଘୃଣା କରୁଥିଲେ ବି ଏହି ପାଗରେ ଆମ୍ବ, ଲେମ୍ବୁ, ତରଭୁଜ ପସନ୍ଦ, ଯାହାକି ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଖରାଦିନେ ଲେମ୍ବୁପାଣି ପିଇବା…