ଘରେ ବିଲେଇ ପାଳିଥିବା ଲୋକେ ସାବଧାନ । ଆମେରିକାରେ ପୋଷା ବିଲେଇକୁ କରୋନା ।
ଭୁବନେଶ୍ୱର:୨୩ ।୪(ଓଡିଶା ଭାସ୍କର):ଘରେ ବିଲେଇ ପାଳିବା କିଛି ଲୋକଙ୍କ ସଉକ ଥାଏ । ବହୁ ଲୋକ ଆଦର ଓ ଯତ୍ନର ସହ ଘରେ ବିଲେଇ ପାଳିଥାନ୍ତି । କିନ୍ତୁ ଏବେ ଘରେ ବିଲେଇ ପାଳିଥିବା ଲୋକେ ସାବଧାନ ହୋଇଯାଆନ୍ତୁ ।କାରଣ ଏକ…