ବଢ଼ି ବଢ଼ି ଚାଲିଛି ଜଳସ୍ତର, ସୁବର୍ଣ୍ଣରେଖାରୁ ଶୁଭୁଛି ଭୟଙ୍କର ଗର୍ଜନ, ବନ୍ୟାରେ 6 ପଞ୍ଚାୟତର 30 ଗାଁ, ଦେଖନ୍ତୁ ଏ କରୁଣ ଚିତ୍ର…
ଓଡ଼ିଶା ଭାସ୍କର: ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ନଦୀର ଉପରମୁଣ୍ତ ଗାଲୁଡିହି ବ୍ଯାରେଜରୁ ୫ ହଜାର କ୍ଯୁସେକ ପାଣି ଛଡା ଯିବା ଯୋଗୁଁ ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀରେ ଷଷ୍ଠ ଥର…