fbpx
BJD SKY
BJD SKY

ପଶ୍ଚିମବଙ୍ଗରେ ପୁଣି ହିଂସା; ଭୋଟ୍ ଦେବା ପୂର୍ବରୁ ଟିଏମସି କର୍ମୀଙ୍କ ଉପରକୁ ବୋମା ମାଡ଼, ସିପିଏମ୍ ବିରୋଧରେ ହତ୍ୟା ଅଭିଯୋଗ

କୋଲକାତା: ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ମଧ୍ୟରେ ପଶ୍ଚିମବଙ୍ଗରୁ ବଡ଼ ଖବର ସାମ୍ନାକୁ ଆସିଛି । ରବିବାର (ଗତକାଲି) ରାତିରେ ପୂର୍ବ ବର୍ଦ୍ଧମାନ ଜିଲ୍ଲାର କେତୁଗ୍ରାମରେ ଜଣେ ତୃଣମୂଳ କଂଗ୍ରେସ କର୍ମୀଙ୍କୁ ହତ୍ୟା…

୧ ସେକେଣ୍ଡରେ ୫ଟି HD ସିନେମା ଡାଉନଲୋଡ୍ ! ଜାପାନ ଆଣିଲା ବିଶ୍ୱର ପ୍ରଥମ ୬G ଡିଭାଇସ୍

ନୂଆଦିଲ୍ଲୀ: ଟେକ୍ନୋଲୋଜି କ୍ଷେତ୍ରରେ ଜାପାନ ସର୍ବଦା ଆଗରେ ରହିଥାଏ । ଦୁନିଆର ଅନେକ ଅଂଶ ଏପରି ରହିଛି, ଯେଉଁଠାରେ ୫ଜି ଧୀରେ ଧୀରେ ପହଞ୍ଚୁଛି, ଏପରି ପରିସ୍ଥିତିରେ ଜାପାନ ନିକଟରେ ବିଶ୍ୱର ପ୍ରଥମ ହାଇ ସ୍ପିଡ୍ ୬ଜି…

୨୯ ଥର ପାଇଁ ମାଉଣ୍ଟ ଏଭରେଷ୍ଟକୁ ଜୟ କରିଲେ କାମୀ ରୀତା, ସଫଳତାର ସହ ଭାଙ୍ଗିଲେ ନିଜ ରେକର୍ଡ଼

କାଠମାଣ୍ଡୁ: ନେପାଲର ପ୍ରସିଦ୍ଧ ନେପାଳୀ ପର୍ବତାରୋହୀ କାମୀ ରୀତା ଶେରପା ରବିବାର ଦୁନିଆର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟ ଆରୋହଣ କରିଥିଲେ । ସେ ୨୯ଥର ପାଇଁ ଏଭରେଷ୍ଟ ଶିଖରରେ ପହଞ୍ଚି ନୂଆ ରେକର୍ଡ଼ ସୃଷ୍ଟି କରିଛନ୍ତି ।…

(Video) ମତଦାନ ପୂର୍ବରୁ ନିଲାମ ହେଲା ଭୋଟ୍; ‘ଖଣ୍ଡେ ଭୋଟ୍‌ର ମୂଲ୍ୟ ୬,୦୦୦ ଟଙ୍କା…’ ନ ମିଳିବାରୁ ପିଟାପିଟି

ଅମରାବତୀ: ଆଜି ମତଦାନର କିଛି ଘଣ୍ଟା ପୂର୍ବରୁ ଆନ୍ଧ୍ରପ୍ରଦେଶର ଅତି କମରେ ୫ଟି ସ୍ଥାନରେ ପ୍ରବଳ ହଙ୍ଗାମା ହୋଇଥିଲା। ଲୋକମାନେ ନେତାଙ୍କ ଠାରୁ ଟଙ୍କା ମାଗିବା ଆରମ୍ଭ କରିଥିଲେ, ଯାହାକୁ ଭୋଟ ବଦଳରେ ଦେବାକୁ…

ଦେଶରେ ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ: ୯୬ ଲୋକସଭା ଆସନରେ ଚିଲିଛି ଭୋଟିଂ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ସୋମବାର ସକାଳ ୭ଟାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୯ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଲୋକସଭା ଆସନରେ ମତଦାନ ଆରମ୍ଭ ହୋଇଛି।…

ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ, ଉତ୍ସାହିତ ଅଛନ୍ତି ଭୋଟର

ଭୁବନେଶ୍ୱର: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ୨୮ଟି ବିଧାନସଭା କ୍ଷେତ୍ର ପାଇଁ ଏକା ସଙ୍ଗେ ହେଉଛି…

କମ୍ ବୟସର ପିଲାମାନେ କାହିଁକି ଆତ୍ମହତ୍ୟା ଭଳି ବଡ ପଦକ୍ଷେପ ନିଅନ୍ତି : ଜାଣନ୍ତୁ

ସାଧାରଣତଃ ଅନେକ ସମୟରେ ଖବର ଶୁଣିବାକୁ ମିଳେ କି ଖୁବ୍ କମ୍ ବୟସର ପିଲାମାନେ କୌଣସି ନା କୌଣସି କାରଣରୁ ଆତ୍ମହତ୍ୟା ଭଳି ବଡ ପଦକ୍ଷେପ ଉଠାଇଥାନ୍ତି । କିନ୍ତୁ କେବେ ଚିନ୍ତା କରିଛନ୍ତି ସେମାନେ ଏହି ରାସ୍ତାକୁ କାହିଁକି…

ଘୁଷୁରୀ କିଡନୀ ଲାଗିଥିବା ବ୍ୟକ୍ତିଙ୍କ ମୃତ୍ୟୁ: ଅପରେସନର ୨ ମାସ ପରେ ଆସିଲା ମରଣ

ନୂଆଦିଲ୍ଲୀ: ଘୁଷୁରୀ କିଡନୀ ନେଇ ଜୀବନଯାପନ କରୁଥିବା ଜଣେ ବ୍ୟକ୍ତି ଆଜି ମୃତ୍ୟୁବରଣ କରିଛନ୍ତି । ଆମେରିକାର ଜଣେ ବ୍ୟକ୍ତିଙ୍କ ଦେହରେ ଘୁଷୁରୀ କିଡନୀ ପ୍ରତିରୋପଣ କରାଯାଇଥିବା ବେଳେ ଅପରେସନର ୨ ମାସ ପରେ ଦେହତ୍ୟାଗ…

ମେଟାଲ ନା ପ୍ଲାଷ୍ଟିକ? ଖରାଦିନେ କେଉଁ କୁଲର କିଣିଲେ ପରିବାରକୁ ବେଶି ଫାଇଦା ମିଳେ, କେଉଁଥିରେ ଅଧିକ ଥଣ୍ଡା ହୁଏ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନୂଆ ରେକର୍ଡ କରିଛି । ୪୫ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଲୋକମାନେ ଭୀଷଣ କଷ୍ଟରେ କଲବଲ ହୋଇଥିଲେ । ସାଧାରଣ ଭାବେ ଅସହ୍ୟ ତାତିରୁ ରକ୍ଷା ପାଇବା…

(Video) ଟିମ ଇଣ୍ଡିଆ ପାଇଁ ବୋଝ ଏହି କ୍ରିକେଟର! ଖରାପ ଫର୍ମ ପରେ ବି ସୁଯୋଗ ଦେଉଛି ବୋର୍ଡ… ଖେଳିବେ T-20 ବିଶ୍ୱକପ

ଓଡ଼ିଶା ଭାସ୍କର: ଭାରତୀୟ ଟିମ ବର୍ତ୍ତମାନ ସମୟରେ କିଛି ପରିବର୍ତ୍ତନ ସହ ଆଗକୁ ବଢୁଛି । ଦଳରେ ଅନେକ ଯୁବ ପ୍ଲେୟାରଙ୍କୁ ସାମିଲ କରାଯାଉଛି । ସେହିପରି ଶିଖର ଧୱନ ଓ ଭୁବନେଶ୍ୱର କୁମାରଙ୍କ ଭଳି କିଛି ସିନିୟର ଖେଳାଳିଙ୍କୁ…