ପ୍ରେମିକା ଏବଂ ତା’ ୭ ବର୍ଷର ଛୁଆକୁ ମାରି ଗଛରେ ଟାଙ୍ଗିଦେଲା ପ୍ରେମିକ, ପୋଲିସ ଯାଞ୍ଚରେ ଏମିତି ଜଣାପଡ଼ିଲା ସବୁ ସତ
ନୂଆଦିଲ୍ଲୀ: ବିହାରର ସୀତାଗଢୀ ଜିଲ୍ଲାର ଏକ ଭୟଙ୍କର ହତ୍ୟାକାଣ୍ଡ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ଟ୍ରକ୍ ଡ୍ରାଇଭର ନିଜ ପ୍ରେମିକା ଏବଂ ତାଙ୍କ ଝିଅକୁ ମାରିଦେଇଛି। ହତ୍ୟାର ୫ ଦିନ ପରେ ପୋଲିସ ଏହାର ପର୍ଦ୍ଦାଫାସ୍…