fbpx

ଏପ୍ରିଲ୍ ୨ରୁ ଏହି ଟୋଲ୍ ପ୍ଲାଜାରେ ଦେବାକୁ ପଡିବନି ଟ୍ୟାକ୍ସ, ବିନା ଶୁଳ୍କରେ ଗାଡି ଚାଳକ ଏହି ରୁଟ୍‌ରେ ଯାତାୟତ କରିବେ

ଚଣ୍ଡୀଗଡ: ପଞ୍ଜାବର ଜନତାଙ୍କ ପାଇଁ ଆସିଲା ବଡ ଖୁସି ଖବର । ଭଗବନ୍ତ ମାନ ସରକାର ଜନତାଙ୍କୁ ବଡ ଉପହାର ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସରକାର ରାଜ୍ୟରେ ୨ଟି ଟୋଲ୍ ପ୍ଲାଜାକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି ।…

FashTag, SBI Credit Card, ଏବଂ LPG Gas… କାଲିଠାରୁ ବଦଳିଯିବ ଏହିସବୁ ନିୟମ: ଜାଣି ରଖନ୍ତୁ ଡିଟେଲ୍ସ

ଓଡ଼ିଶା ଭାସ୍କର: ଆସନ୍ତାକାଲି ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ । ମାସ ପରିବର୍ତ୍ତନ ସହ ବଦଳିଯିବ ଆହୁରି ଅନେକ କିଛି ନିୟମକାନୁନ । ୨୦୨୪-୨୫ ଆର୍ଥିକ ବର୍ଷ ଆରମ୍ଭ ହେବା ମାତ୍ରେ ଆପଣଙ୍କ ଜୀବନରେ…

ସ୍ୱାମୀକୁ ମାରିବା ପାଇଁ ସୁପାରୀ ଦେଲା ସ୍ତ୍ରୀ, ହ୍ୱାଟ୍ସଆପରେ ଲେଖିଲେ ଏପରି ଷ୍ଟାଟସ୍‌

ନୂଆଦିଲ୍ଲୀ: ଆଜିକାଲିର ସୋସିଆଲ ମିଡିଆ ଯୁଗରେ ପ୍ରତିଦିନ ରୋଚକ ଏବଂ ଭାଇରାଲ ମାମଲା ସାମ୍ନାକୁ ଆସୁଛି । ଲୋକମାନେ ସୋସିଆଲ ମିଡ଼ିଆରେ ଫେମସ୍ ହେବା ପାଇଁ ଅଜବ ଗଜବ ରିଲ୍ସ କରିବାକୁ ପଛାଉନାହାଁନ୍ତି । ନିକଟରେ ଆଗ୍ରାରୁ…

(Video) ବଦଳିଗଲା ପାକିସ୍ତାନର Team Combination: ଆଫ୍ରିଦିଙ୍କୁ ବିଦାୟ, ଏହି ଖେଳାଳିଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପୂର୍ବରୁ ଏକ ବଡ଼ ଦ୍ୱନ୍ଦ୍ୱରେ ଫସି ରହିଛି ପାକିସ୍ତାନ କ୍ରିକେଟ ଟିମ୍ । ଦଳ ପାଇଁ କୋଚ୍ ପଦ ଏବେ ବି ଫାଙ୍କା ରହିଥିବା ବେଳେ ପୁଣିଥରେ ଅଧିନାୟକ ପଦକୁ ନେଇ ଏକ୍ସପେରିମେଣ୍ଟ କରୁଛି…

ଆଜି Super Sundayରେ ଡବଲ୍ ଫାଇଟ୍: ମୁହାଁମୁହିଁ ହେବେ ଦିଲ୍ଲୀ-ଚେନ୍ନାଇ, ଦିନରେ ଗୁଜୁରାଟ-ହାଇଦ୍ରାବାଦ ଟକ୍କର

ନୂଆଦିଲ୍ଲୀ: ଆଜି ଆଇପିଏଲ-୨୦୨୪ରେ ହେବ ସୁପର ସନ୍ ଡେ' । କ୍ରିକେଟପ୍ରେମୀଙ୍କ ପାଇଁ ଆଜି ଡବଲ ଫାଇଟ ଦେଖିବାକୁ ମିଳିବ । ଦିନ ୩ଟାରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜୁରାଟ ଟାଇଟନ୍ସ ମଧ୍ୟରେ କଡ଼ା ମୁକାବିଲା ହେବାକୁ…

(Video) ଗ୍ରୀଷ୍ମ ଋତୁରେ ଜଳ ଗଚ୍ଛିତ କରୁଛି ଏହି ବୃକ୍ଷ, ଗଛରୁ ପାଣି ବାହାରୁଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ପୃଥିବୀରେ ଅନେକ ରହସ୍ୟ ବୃକ୍ଷ ଲତା ଠାରେ ଲୁଚି ରହିଛି । ମନୁଷ୍ୟ ଯେତେ ବି ଅନୁସନ୍ଧାନ କଲେ ସୁଦ୍ଧା ପ୍ରକୃତିର ବିଚିତ୍ର ବିଚିତ୍ର ଜିନିଷ ସାମ୍ନାକୁ ଆସିଥାଏ । ଏଭଳି ଏକ ଘଟଣା ଆନ୍ଧ୍ରପ୍ରଦେଶର ଏଏସଆର…

ଅଣପ୍ରବାସୀ ଆମେରିକୀୟଙ୍କୁ ବଡ଼ ଝଟକା, ଏପ୍ରିଲ ୧ରୁ ବୃଦ୍ଧି ହେବ ଭିସା ଶୁଳ୍କ

ନୂଆଦିଲ୍ଲୀ: ଆପଣ ଆମେରିକା ଯିବାର ଯୋଜନା କରୁଛନ୍ତି କି ? ଯଦି ହଁ ତେବେ ଏହି ଖବର ଆପଣଙ୍କୁ ଝଟକା ଦେଇପାରେ । ଏପ୍ରିଲ ୧ରୁ ଅଣପ୍ରବାସୀ ଆମେରିକୀୟ ଭିସା ପାଇଁ ଆଦାୟ କରାଯାଉଥିବା ଶୁଳ୍କରେ ପ୍ରାୟ ୩ ଗୁଣା ବୃଦ୍ଧି…

(Video) ଜନ୍ମଦିନ ହେଲା ଶେଷ ଦିନ… Birthday କେକ୍ ଖାଇ ଚାଲିଗଲା କୁନି ଝିଅର ଜୀବନ

ନୂଆଦିଲ୍ଲୀ: ଜନ୍ମଦିନର ସୁନ୍ଦର କେକ୍ କୁନି ଝିଅ ପାଇଁ ମୃତ୍ୟୁର କାରଣ ପାଲଟି ଯାଇଛି । ଜନ୍ମଦିନର ସବୁ ଖୁସି ମାତ୍ର କେଇଟା ମୁହୂର୍ତ୍ତରେ ଶୋକରେ ପରିଣତ ହୋଇଯାଇଛି । ହସ ଖୁସିରେ ଜନ୍ମଦିନ କେକ୍ କାଟି ଖୁସିରେ ଜନ୍ମଦିନ…

ମହିଳା ଫୁଟବଲ ଖେଳାଳୀଙ୍କ ସହ ଅଭଦ୍ରତା, ଜେଲ ଗଲେ AIFF ଅଧିକାରୀ

ନୂଆଦିଲ୍ଲୀ: ବିବାଦ ଘେରରେ ଅଖିଲ ଭାରତୀୟ ଫୁଟବଲ ମହାସଂଘ(AIFF ) । ହିମାଚଳ ପ୍ରଦେଶର ୨ ଜଣ ମହିଳା ଫୁଟବଲରଙ୍କ ସହ AIFF ଅଧିକାରୀ ମାରପିଟ୍ କରିଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଏହି ଅଧିକାରୀ ଜଣଙ୍କୁ ଗୋଆ ପୋଲିସ…

(Video)‘ଇଣ୍ଡିଆ ଜିନ୍ଦାବାଦ..’, ଭାରତୀୟ ନୌସେନାଙ୍କୁ ଧନ୍ୟବାଦ ଜଣାଇଲେ ପାକିସ୍ତାନୀ ମତ୍ସଜୀବୀ

ନୂଆଦିଲ୍ଲୀ: ଭାରତୀୟ ନୌସେନା ଆରବ ସାଗରରେ ପୁଣି ଥରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଏଠାରେ ଭାରତୀୟ ନୌସେନାମାନେ ସମୁଦ୍ର ଲୁଟେରାଙ୍କୁ ଏକ ଉଚିତ ଶିକ୍ଷା ଦେଇଛନ୍ତି । ଏହି ସମୁଦ୍ର ଲୁଟେରାମାନେ ମାଛ ଧରାଳି…