fbpx
BSKY
BJD MC SKY
BJD YOUTH SKY

ସକାଳୁ ନିଆଁ ବର୍ଷା: ସାଢେ ୮ରେ ଭବାନୀପାଟଣାର ତାପମାତ୍ରା ୩୫ ଡିଗ୍ରୀ

ଭୁବନେଶ୍ୱର: ଆଜି ରାଜ୍ୟରେ ସକାଳୁ ସକାଳୁ ନିଆଁ ବର୍ଷା ପରିସ୍ଥିତି ଦେଖାଦେଇଛି । ସକାଳ ସାଢେ ୮ଟା ସୁଦ୍ଧା ଭବାନୀପାଟଣାର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରିଛି । ସେହିଭଳି ବଲାଙ୍ଗୀରର ତାପମାତ୍ରା ୩୪.୨ ଡିଗ୍ରୀ…

(Video)ଇରାନ ପରେ ଇରାକରେ ଏୟାର ଷ୍ଟ୍ରାଇକ୍: ମିଲିଟାରୀ ବେସରେ ଜବରଦସ୍ତ ବିସ୍ଫୋରଣ, ଇସ୍ରାଏଲ ଉପରେ ଆକ୍ରମଣର ସନ୍ଦେହ

ନୂଆଦିଲ୍ଲୀ: ଇରାକର 'ଲୋକପ୍ରିୟ ମୋବାଇଲାଇଜେସନ୍ ଫୋର୍ସ' (ପିଏମଏଫ) କହିଛି ଯେ ଶୁକ୍ରବାର (ଏପ୍ରିଲ ୧୯) ରାତିରେ ଏହାର କଲସୋ ମିଲିଟାରୀ ବେସର କମାଣ୍ଡ ପୋଷ୍ଟରେ ଏକ ଜବରଦସ୍ତ ବିସ୍ଫୋରଣ ଘଟିଛି । କାଲସୋ ମିଲିଟାରୀ…

ଜେଲ ଭିତରେ କଏଦୀଙ୍କ ମଧ୍ୟରେ ସଂଘର୍ଷ; ୨ ମୃତ, ଦୁଇ ଗୁରୁତର

ଚଣ୍ଡିଗଡ଼: ପଞ୍ଜାବର ସଂଗରୁର ଜେଲରେ ବନ୍ଦୀମାନଙ୍କ ମଧ୍ୟରେ ସଂଘର୍ଷ ହେବାର ମାମଲା ସାମ୍ନାକୁ ଆସିଛି । ଜେଲରେ ୪ ଜଣ କଏଦୀଙ୍କ ମଧ୍ୟରେ ଜୋରଦାର ସଂଘର୍ଷ କାରଣରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ମୃତକ ଦୁଇ ଜଣ ହର୍ଷ ଏବଂ…

ରାମ ନବମୀରେ ପଶ୍ଚିମବଙ୍ଗ ହିଂସା ମାମଲା: ନିର୍ବାଚନ ଆୟୋଗଙ୍କ ବଡ଼ ଆକ୍ସନ, ନିଲମ୍ବିତ ହେଲେ ପୋଲିସ ଅଫିସର

କୋଲକାତା: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ରାମ ନବମୀରେ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାକୁ ରୋକିବାରେ ଅସଫଳ ହୋଇଥିବା ଦୁଇ ପୋଲିସ ଥାନାର ପ୍ରଭାରୀଙ୍କୁ ନିଲମ୍ବନ କରାଯାଇଛି । ନିର୍ବାଚନ…

Over Exercise ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ, ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ଓଡ଼ିଶା ଭାସ୍କର: ସୁସ୍ଥ ଜୀବନଶୈଳୀ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗାସନ, ବ୍ୟାୟାମ, ମର୍ଣ୍ଣିଂ ୱାକ୍ ଲାଭଦାୟକ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ପ୍ରତିଦିନ ଅତି କମରେ ଅଧଘଣ୍ଟା ଶାରୀରିକ ବ୍ୟାୟାମ…

ଅବୈଧ ସମ୍ବନ୍ଧ ଛାଡ଼ପତ୍ରର କାରଣ ହୋଇପାରେ, ପିଲାଙ୍କ କଷ୍ଟଡୀ ପାଇଁ ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟ ଜଣେ ନଅ ବର୍ଷର ଝିଅକୁ ତାଙ୍କ ମା’ଙ୍କୁ ହସ୍ତାନ୍ତର କରି କହିଛନ୍ତି ଯେ ବ୍ୟଭିଚାର ବା ଅବୈଧ ସମ୍ବନ୍ଧ ଛାଡପତ୍ରର କାରଣ ହୋଇପାରେ କିନ୍ତୁ ଶିଶୁର କଷ୍ଟଡୀ ପାଇଁ ନୁହେଁ । ଜଷ୍ଟିସ୍ ରାଜେଶ…

ଅକ୍ଷୟ ତୃତୀୟର ରାଜଯୋଗ ଏହି ରାଶିମାନଙ୍କୁ କରିବ ଧନବାନ, ମାଆ ଲକ୍ଷ୍ମୀଙ୍କ କୃପାରେ ବର୍ଷିବ ଟଙ୍କା

ଓଡିଶା ଭାସ୍କର: ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାର ଗୁରୁତ୍ୱ ରହିଛି। ପ୍ରତିବର୍ଷ ଅକ୍ଷୟ ତୃତୀୟାର ଏହି ପର୍ବ ବୈଶାଖ ମାସର ଶୁକ୍ଲ ପକ୍ଷର ତୃତୀୟ ଦିନରେ ପାଳନ କରାଯାଏ। ଅକ୍ଷୟ ତୃତୀୟା ଦିନ ଧନ ଦେବୀ ଲକ୍ଷ୍ମୀଙ୍କୁ…

YES ବ୍ୟାଙ୍କର ସହ ପ୍ରତିଷ୍ଠାତା ରାଣା କପୁରଙ୍କୁ ବଡ଼ ଆଶ୍ୱସ୍ତି, ମନି ଲଣ୍ଡ୍ରିଂ ମାମଲାରେ ମିଳିଲା ଜାମିନ

ନୂଆଦିଲ୍ଲୀ: ଘରୋଇ ସେକ୍ଟର ୟେସ୍ ବ୍ୟାଙ୍କର ସହ ପ୍ରତିଷ୍ଠାତା ରାଣା କପୁରଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ମନି ଲଣ୍ଡ୍ରିଂ ମାମଲାରେ ମୁମ୍ବାଇ ସ୍ଥିତ ସ୍ପେସାଲ କୋର୍ଟ ତାଙ୍କୁ ଶୁକ୍ରବାର ଜାମିନ ପ୍ରଦାନ କରିଛନ୍ତି ।…

ପରଟା ସହ ଚା’ କରୁଛନ୍ତି କି ସେବନ ? ଡାଇବେଟିସ ସହ ହୋଇପାରେ ଏହିସବୁ ସମସ୍ୟା

ଉତ୍ତମ ସ୍ୱାସ୍ଥ୍ୟ ପାଇଁ କିଛି ଖାଦ୍ୟ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ଉଚିତ। ସଠିକ ଖାଦ୍ୟ ଖାଇବା ଦ୍ୱାରା ଉତ୍ତମ ନିଦ, ମନ ଓ ମସ୍ତିଷ୍କ ଶାନ୍ତ ରହିବା, ଉତ୍ତମ ପାଚନ କ୍ରିୟା, ରକ୍ତରେ ଶର୍କରାର ମାତ୍ରା ସଠିକ , ଉଚ୍ଚ…

ସୁନା ଚେନ୍ ପାଇଁ ସଙ୍ଘବଦ୍ଧ ଆକ୍ରମଣ ଓ ହତ୍ୟା ଉଦ୍ୟମ; ଅଭିଯୋଗ ପରେ ଗିରଫ ହେଲା ଅଭିଯୁକ୍ତ

ଭୁବନେଶ୍ଵର: ସୁନା ଚେନ୍ ପାଇଁ ସଙ୍ଘବଦ୍ଧ ଆକ୍ରମଣ ଓ ହତ୍ୟା ଉଦ୍ୟମ । ଏୟାରଫୀଲ୍ଡ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଅଭିଯୋଗକାରୀ ବିରଞ୍ଚିନାରାୟଣ ବେହେରାଙ୍କର ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ…