fbpx
BSKY
BJD MC SKY
BJD YOUTH SKY

କିଏ ଏହି ଟେଙ୍ଗେ ଟେଙ୍ଗେ? ଜାଣନ୍ତୁ, ଏହି Viral Boyଙ୍କ ବିଷୟରେ କିଛି ଖାସ୍ ରିପୋର୍ଟ

ଓଡ଼ିଶା ଭାସ୍କର: ଆପଣମାନେ ସୋସିଆଲ ମିଡ଼ିଆ ଖୋଲିବା ମାତ୍ରେ 'ଟେଙ୍ଗେ ଟେଙ୍ଗେ' ନାମକ ଏକ ଗୀତ ନିହାତି ଦେଖିବାକୁ ପାଇବେ। ଆଉ ଏହି ଗୀତରେ କିଟିକିଟ୍ ରଙ୍ଗର କଳା ଓ ବଡ଼ ବଡ଼ ଆଖିଥିବା ଜଣେ ଆଫ୍ରିକୀୟ ପିଲା ନାଚୁଥିବା…

ଏପ୍ରିଲ ୧୩ ତାରିଖରୁ ଏହି ୩ଟି ରାଶିର ଭାଗ୍ୟ ବଦଳିବ! ମିଳିବ ଶୁଭ ଖବର, ଆରମ୍ଭ ହେବ ଭଲ ଦିନ

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଦେବଙ୍କୁ ବିଶେଷ ସ୍ଥାନ ଦିଆଯାଇଛି । ସମସ୍ତ ଗ୍ରହମାନଙ୍କ ମଧ୍ୟରେ ସୂର୍ଯ୍ୟଦେବଙ୍କୁ ରାଜା ବୋଲି ମଧ୍ୟ କୁହାଯାଇଛି । ସୂର୍ଯ୍ୟଦେବଙ୍କ ଶୁଭ ଦୃଷ୍ଟି ରହିଲେ ସମ୍ପୃକ୍ତ…

ଆସନ୍ତାକାଲି ପାଳନ ହେବ ନାହିଁ ‘ଇଦ୍’ : ଆଜି ଚାନ୍ଦ ନ ଦେଖାଯିବାରୁ ୧୧ରେ ‘ଇଦ୍’ ପାଳନ କରିବାକୁ ନିଷ୍ପତି

ଓଡ଼ିଶା ଭାସ୍କର(କଟକ): ଆସନ୍ତାକାଲି ପାଳନ ହେବ ନାହିଁ ଇଦ୍ । ତେବେ ଆସନ୍ତା ୧୧ ତାରିଖ ଅର୍ଥାତ ଗୁରୁବାର ଦିନ ପାଳନ ହେବ ଇଦ୍ । ଏନେଇ ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟି ପକ୍ଷରୁ ନିଷ୍ପତି…

Warmest Month of The World: ସର୍ବାଧିକ ତାପମାତ୍ରାରେ ରେକର୍ଡ ରଚିଲା ‘ମାର୍ଚ୍ଚ ୨୦୨୪’

ନୂଆଦିଲ୍ଲୀ: ୟୁରୋପୀୟ ସଂଘର ଜଳବାୟୁ ଏଜେନ୍ସି ବର୍ତ୍ତମାନ ଏକ ବଡ଼ ରେକର୍ଡ ଉପରୁ ପରଦା ଉଠାଇଛି । ଅଲ-ନିନୋ ସ୍ଥିତି ଏବଂ ମନୃଷ୍ୟକୃତ ଜଳବାୟୁ ପରିବର୍ତ୍ତନର ସଂଯୁକ୍ତ ପ୍ରଭାବ ଯୋଗୁଁ ମାର୍ଚ୍ଚ ମାସରେ ସର୍ବାଧିକ…

ଡାଇବେଟିସ୍ ରୋଗୀଙ୍କ ପାଇଁ ମଟନ୍ ଭଲ ନା ଚିକେନ୍ ଭଲ? ଜାଣନ୍ତୁ, ଡାକ୍ତର କ’ଣ କହୁଛନ୍ତି

ଓଡ଼ିଶା ଭାସ୍କର: ଆଜିକାଲି ଲୋକଙ୍କ ମଧ୍ୟରେ ଡାଇବେଟିସ୍ ତଥା ମଧୁମେହ ଅତି ସାଧାରଣ ହୋଇଗଲାଣି। ଏହା ଏକ ବ୍ୟାଧି ଯେଉଁଥିରେ ରକ୍ତରେ ଶର୍କରା ସ୍ତର ଅସ୍ୱାଭାବିକ ଭାବରେ ବଢ଼ିଥାଏ। କାରଣ ଜଣେ ବ୍ୟକ୍ତିଙ୍କ ଶରୀର ପର୍ୟ୍ୟାପ୍ତ…

କ’ଣ ଆପଣ ଖାଲି ପେଟରେ କରୁଛନ୍ତି କି ଘିଅ ସେବନ ? ଜାଣନ୍ତୁ ଶରୀର ପାଇଁ ଭଲ ନା ଖରାପ

ଆଜିକାଲି ସ୍ଲିମ୍ ଫିଗର ପାଇଁ ଯୁବପିଢି ଡାଏଟ୍ ଚାର୍ଟ ଅନୁସରଣ କରନ୍ତି। ତେଣୁ ଆଜିର ଦିନରେ ଏକ ଟ୍ରେଣ୍ଡ ଚାଲିଛି ‘ଯେଉଁମାନେ ପତଳା, ସେମାନେ ଫିଟ୍’। ଏହି ଧାରାକୁ ଅନୁସରଣ କରି ଆଜିର ଯୁବପିଢ଼ି ନିଜକୁ ପତଳା ରଖିବା ଏବଂ…

Retirement ଭାଙ୍ଗି ଦଳକୁ ଫେରିଲେ ଦୁଇ ଷ୍ଟାର ଖେଳାଳି: ଟି-୨୦ ବିଶ୍ୱକପ ଦଳରେ ମିଳିବ ସୁଯୋଗ

ନୂଆଦିଲ୍ଲୀ: ଜୁନ୍ ମାସରେ ଆରମ୍ଭ ହେବ ଟି-୨୦ ବିଶ୍ୱକପ-୨୦୨୪  । ଆମେରିକା ଏବଂ ୱେଷ୍ଟ ଇଣ୍ଡିଜ ଚଳିତବର୍ଷର ଆୟୋଜକ ରହିଥିବା ବେଳେ ସମସ୍ତ ଦଳ ଏଥିପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ବିଶେଷ କରି ଟିମ୍ ସିଲେକ୍ସନ ଉପରେ…

ଭଙ୍ଗା ପାନିଆରେ ମୁଣ୍ଡ କୁଣ୍ଡାଉଛନ୍ତି କି? ସାବଧାନ! ଏପରି କରିବା ଦ୍ୱାରା ସୃଷ୍ଟି ହୋଇଥାଏ ବାସ୍ତୁଦୋଷ

ଓଡ଼ିଶା ଭାସ୍କର: ବାସ୍ତୁର ଚମତ୍କାରିତା ଲାଭ ବିଷୟରେ ତ ପ୍ରାୟ ସମସ୍ତେ ଜାଣିଥା'ନ୍ତି । ନୂଆ ଘର ବା ଅଫିସରେ ସୁଖ, ଶାନ୍ତି ଓ ଲାଭ ପାଇଁ ଲୋକମାନେ ସବୁ କାମ ବାସ୍ତୁ ହିସାବରେ କରିଥାନ୍ତି । କାରଣ ବାସ୍ତୁ ପଛରେ ଥିବା…

T-20 World Cupରେ ଓପନିଙ୍ଗ କରିବେ କୋହଲି! ଏହି ଖେଳାଳିମାନଙ୍କୁ ମିଳିବ ସୁଯୋଗ…

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଏବେ ପାଖେଇ ଆସୁଛି । ତେବେ ବିଶ୍ୱକପ ଦଳରେ ସୁଯୋଗ ପାଇବା ପାଇଁ ଭାରତୀୟ ଖେଳାଳିଙ୍କ ପାଖରେ ଶେଷ ସୁଯୋଗ ହେଉଛି ଆଇପିଏଲ । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଦର୍ଶନ ଅନୁସାରେ ହିଁ ବିସିସିଆଇ ଚୟନ…

ଅମୃତ କଳଶ ଯୋଜନାରେ ନିବେଶର ବଢ଼ିଲା ଲାଷ୍ଟ ଡେଟ୍: ବହୁତ ଲାଭଦାୟକ ଏହି ଯୋଜନା, ଜାଣନ୍ତୁ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ସ୍ୱତନ୍ତ୍ର ନିବେଶ ଯୋଜନା ଏଫଡି ଯୋଜନାରେ ନିବେଶ କରୁଥିବା ଲୋକଙ୍କ ପାଇଁ ରହିଛି ଏକ ଖୁସି ଖବର । ବର୍ତ୍ତମାନ ଅମୃତ କଳଶ ଯୋଜନାରେ ନିବେଶ ପାଇଁ ଶେଷ ତାରିଖ…