fbpx

ରାଜ୍ୟର ଏହି ଅଞ୍ଚଳରେ ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା; ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ପାଗ ଶୁଖିଲା ରହୁଥିବାରୁ ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…

ଚନ୍ଦ୍ରଶେଖରପୁର ଡାକ୍ତର ଦମ୍ପତି ହତ୍ୟା ମାମଲା; ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ଵର: ( ଓଡ଼ିଶା ଭାସ୍କର ) ଭୁବନେଶ୍ଵର ବହୁଚର୍ଚ୍ଚିତ ଡାକ୍ତର ଦମ୍ପତି ହତ୍ୟାକାଣ୍ଡ ଘଟଣାରେ ଆସିଲା ରାୟ। ୫ ଦୋଷୀ ସାବ୍ଯସ୍ତ ହୋଇଥିବା ଆସାମୀ ଟିମ୍ପା ଓରଫ କିଶୋର ଚନ୍ଦ୍ର ବେହେରା, ଏମଡି କାମାଲ ଖାନ, ନିନି ଓରଫ…

ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ପିଏମ୍‍ଶ୍ରୀ ସ୍କୁଲ ଯୋଜନା ଲାଗୁ କରିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ସରକାରୀ ସ୍କୁଲ ମାନଙ୍କରେ ପିଏମ୍‍ଶ୍ରୀ ସ୍କୁଲ ଯୋଜନା ଲାଗୁ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁସାରେ ଶିକ୍ଷା ମନ୍ତ୍ରଣାଳୟ…

ବିଜ୍ଞପ୍ତି ଜାରି କଲେ ନିର୍ବାଚନ ଆୟୋଗ: ଏଣିକି ବିସ୍ଥାପିତ କଶ୍ମୀର ପଣ୍ଡିତମାନେ ନିର୍ବାଚନରେ ମତଦାନ କରିପାରିବେ

ନୂଆଦିଲ୍ଲୀ: ଆସନ୍ତା ମାସ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ଏଥିସହିତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ଏହାପରେ ଜୁନ୍ ୪ ତାରିଖରେ ନିର୍ବାଚନର…

ଭାରତୀୟ ବଜାର ପାଇଁ ଟେସଲାର ବଡ ଘୋଷଣା, ଅଧା ଦାମ୍‌ରେ ବିକିବ ଇ-ବାହାନ ବ୍ୟାଟେରୀ

ନୂଆଦିଲ୍ଲୀ: ଆମେରିକାର ଏକ କମ୍ପାନୀ ଧୀରେ ଧୀରେ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି । ଆମେରିକୀୟ କମ୍ପାନୀ ଟେସଲା ପାୱାର ଇଣ୍ଡିଆ ଭାରତୀୟ ଗ୍ରାହକଙ୍କ ମଧ୍ୟରେ ନିଜ ବଜାର ଖୋଲିବାକୁ ଯାଉଛି । କମ୍ପାନୀ ଘୋଷଣା…

ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ କଂଗ୍ରେସ ଛାଡ଼ିଲେ: ନବୀନଙ୍କ ପରେ ମାଆ ପଦ୍ମ ଧରିଲେ

ନୂଆଦିଲ୍ଲୀ: ଏପ୍ରିଲ ମାସ ୧୯ ତାରିଖରୁ ଲୋକସଭା ନିର୍ବାଚନ ପାଇଁ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ଏହାପରେ ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ତେବେ ନିର୍ବାଚନ ପାଇଁ ବିଭନ୍ନ ଦଳମାନେ…

ବ୍ଲଡ଼ ପ୍ରେସର, ଡାଇବେଟିସ, ଥାଇରଏଡ୍ ଭଳି ସମସ୍ୟା ଥିଲେ, ପ୍ରତିଦିନ ଖାଆନ୍ତୁ ଲାଉ: ମିଳିବ ଜବରଦସ୍ତ ଫାଇଦା

ଆମେ ସାଧାରଣତଃ ଆମ ଶରୀରକୁ ପୋଷକ ତତ୍ତ୍ବ ଯୋଗାଇବା ଲାଗି ପ୍ରତିଦିନ ବିଭିନ୍ନ ପ୍ରକାରର ଫଳମୂଳ ଓ ପନିପରିବା ଖାଇଥାଉ । ଆଜି ଆମେ ଜାଣିବା ଲାଉ ଖାଇବା ଆମ ଶରୀର ପାଇଁ କେତେ ଲାଭ ଦାୟକ । ଲାଉ ପାଟିକୁ ପିତା…

କେଜ୍ରିୱାଲଙ୍କୁ ପୁଣି ଝଟକା: ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଇଡି ରିମାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଲାଗିଛି ଏକ ଝଟକା । ଗିରଫ ପରେ ଇଡି କେଜ୍ରିୱାଲଙ୍କୁ…

ହ୍ୱାଟ୍ସଆପରେ ପୋଲିସ ନମ୍ବରରୁ ଆସିବ କଲ୍! ମିଳିବ ଧମକ ଓ ଗାଳି, ଯଦି ଭୟଭୀତ ହେବେ ତେବେ ସବୁଦିନ ପାଇଁ ହୋଇଯିବେ କାଙ୍ଗାଳ

ନୂଆଦିଲ୍ଲୀ: ‘ଦୁଇମାସ ପୂର୍ବେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଭାବରେ ଦର୍ଶାଯାଇଥିବା ନମ୍ବରରୁ ହ୍ୱାଟ୍ସଆପରେ କଲ୍ ପାଇଥିଲେ । ସେ ଏହାକୁ ଉଠାଇବା ମାତ୍ରେ ସେଠାରୁ ଏକ ସ୍ୱର ଆସିଲା, ‘ଶୁଣ, ଦିଲ୍ଲୀରୁ…

ପୋଲିସ ପଞ୍ଝାରେ ବଡ଼ ଡକାୟତି ଗ୍ୟାଙ୍ଗ୍; ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ବେଳେ ମାଡ଼ି ବସିଲା କମିଶନରେଟ ପୋଲିସ

ଭୁବନେଶ୍ଵର: ( ଓଡ଼ିଶା ଭାସ୍କର ) ଜଟଣି ପୋଲିସ ପଞ୍ଝାରେ ବଡ଼ ଡକାୟତି ଗ୍ୟାଙ୍ଗ । ରାତିରେ ବଡ ଧାରଣର ଲୁଟ ପାଇଁ ଯୋଜନା କରୁଥିବା ବେଳେ ମାଡି ବସିଲା କମିଶନରେଟ ପୋଲିସ । ଲଙ୍କାଗୁଣ୍ଡ ବଦଳରେ ଡକାୟତଙ୍କ ହାତରେ ଥିଲା…