fbpx
BSKY
BJD MC SKY
BJD YOUTH SKY

ଆୟରଲ୍ୟାଣ୍ଡର ନୂତନ ପ୍ରଧାନମନ୍ତ୍ରୀ ହେଲେ ସାଇମନ୍ ହାରିସ୍‌, କନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ

ଡବଲିନ୍‌: ଆୟରଲ୍ୟାଣ୍ଡର ଶାସକ ଫାଇନ୍ ଗେଲ ଦଳ(Fine Gael Party) ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ସାଇମନ୍ ହାରିସଙ୍କୁ ଚୟନ କରିଛି । ମଙ୍ଗଳବାର ଆୟରଲ୍ୟାଣ୍ଡ ସଂସଦରେ ସାଇମନ୍ ହାରିସଙ୍କ ସମର୍ଥନରେ ମୋଟ୍ ୮୮ ଭୋଟ…

Chaitra Navratri Day 2: କ୍ୟାରିୟରରେ ଉନ୍ନତି କରିବାକୁ ଚାଁହୁଛନ୍ତି କି? କରନ୍ତୁ ମା ବ୍ରହ୍ମଚାରିଣୀଙ୍କ ପୂଜା, ମିଳିବ ଶୁଭ ଫଳ

ଓଡ଼ିଶା ଭାସ୍କର: ମାଆ ବ୍ରହ୍ମଚାରିଣୀ ହେଉଛନ୍ତି ମା ଦୁର୍ଗାଙ୍କର ଦ୍ୱିତୀୟ ଶକ୍ତି । ନବରାତ୍ରର ଦ୍ୱିତୀୟ ଦିନରେ ମାଆ ବ୍ରହ୍ମଚାରିଣୀଙ୍କର ପୂଜା କରାଯାଏ। ମାଆ ବ୍ରହ୍ମଚରିଣୀଙ୍କୁ ପୂଜା କରି ଭକ୍ତମାନେ ଅନେକ ପ୍ରକାରର…

(Video) ଖଣିରେ ଓଲଟି ପଡିଲା ବସ୍‌, ୧୧ ମୃତ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ

ଦୁର୍ଗ: ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମଙ୍ଗଳବାର ଦିନ ଏକ ବସ୍ ଖଣିରେ ଗଳି ପଡିଥିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଥିବା ଜଣାପଡିଛି ।…

୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ, ତେଜିଲା ପୁରୁଣା ବସଷ୍ଟାଣ୍ଡ ଅଧୁନୀକରଣ ଦାବି

କଣ୍ଟାବାଞ୍ଜି: ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ । ନୂଆ ବସଷ୍ଟାଣ୍ଡକୁ ବିରୋଧ ଏବଂ ପୁରୁଣା ବସଷ୍ଟାଣ୍ଡକୁ ଆଧୁନୀକରଣ ଦାବି ନେଇ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି । କଣ୍ଟାବାଞ୍ଜି ନଗର କମିଟି ଏବଂ…

୨ ବାଇକ ମୁହାଁମୁହିଁ ଧକ୍କା: ୩ ମୃତ, ୪ ଗୁରୁତର

ଜୟପୁର: ୨ ବାଇକ ମୁହାଁମୁହାଁ ହୋଇ ମର୍ମନ୍ତୁଦ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି । ଏହି ମର୍ମନ୍ତୁଦ ଦୁର୍ଘଟଣାଟି ସଦର ଥାନା…

ଏହି ଦିଗରେ ଶିଡ଼ି ଥିଲେ ଜୀବନରେ ଦେଖାଦିଏ ଆର୍ଥିକ ସମସ୍ୟା

ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ରଖାଯାଇଥିବା ପ୍ରତିଟି ଜିନିଷ ବ୍ୟକ୍ତିର ଆର୍ଥିକ, ଶାରୀରିକ ଓ ମାନସିକ ସ୍ଥିତି ଉପରେ ଶୁଭାଶୁଭ ପ୍ରଭାବ ପକାଏ। ଆଜିକାଲି ଲୋକେ ବହୁତ କମ୍‌ ଜାଗାରେ ଘର କରୁଥିବାରୁ ଶିଡ଼ି ଘରେ କିଛି…

ଏହି ଗୁମ୍ଫା ଭିତରେ ଲୁଚି ରହିଛି ସମଗ୍ର ‘ପାତାଳ ଲୋକ’: ରହୁଛନ୍ତି ୧୦୦ ଲୋକ! ଜାଣନ୍ତୁ ରହସ୍ୟ

ଓଡ଼ିଶା ଭାସ୍କର: ପୃଥିବୀରେ ପାତାଳ ଲୋକ କେଉଁଠି ରହିଛଇ? ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ରହିଥିଲେ ମଧ୍ୟ ଏହାର ଉତ୍ତର କାହା ପାଖରେ ନାହିଁ । କିନ୍ତୁ ଆକାଶରେ ସ୍ୱର୍ଗ ଏବଂ ମାଟି ତଳେ ପାତାଳ ଲୋକ ରହିଥିବା ବିଶ୍ୱାସ…

ଅକ୍ଷରରୁ ଜାଣନ୍ତୁ ବ୍ୟକ୍ତିଙ୍କ ସ୍ଵଭାବ: ଏହି ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ବ୍ୟକ୍ତିମାନେ ଖୁବ୍ ସରଳ

ଜଣେ ବ୍ୟକ୍ତିଙ୍କ ନାମର ପ୍ରଭାବ ତାଙ୍କ ଜୀବନରେ ଦେଖାଯାଏ । ସେଥିପାଇଁ ପିଲାମାନଙ୍କର ନାମ ରଖିବା ସମୟରେ ଧ୍ୟାନ ଦେବା ଆବଶ୍ୟକ । ନାମଶାସ୍ତ୍ର ଅନୁଯାୟୀ,ନାମହିଁ ବ୍ୟକ୍ତିର ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତ ନିର୍ଣ୍ଣୟ କରେ ।…

Night Duty-Over Duty ପାଇଁ ବଢିଲା ଦରମା: ସରକାର ଦେଲେ ବଡ଼ ଉପହାର

ନୂଆଦିଲ୍ଲୀ: ମହଙ୍ଗା ଭତ୍ତା ବୃଦ୍ଧି ପରେ କର୍ମଚାରୀ ମାନଙ୍କ ପାଇଁ ଆଉ ଏକ ଉପହାର ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ସରକାରଙ୍କ ତରଫରୁ ଆଉ ୬ଟି ପ୍ରମୁଖ ଭତ୍ତା ବୃଦ୍ଧି…

ରେଲୱେରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଇଂଜିନିୟରିଂ କରିଥିଲେ ତୁରନ୍ତ ଆବେଦନ କରନ୍ତୁ

ରେଳ ମନ୍ତ୍ରଣାଳୟ ଅଧିନରେ ଥିବା ଏକ କମ୍ପାନୀ ହେଉଛି RITES ଲିମିଟେଡ୍। ଏଠାରେ ମାସିକ ୨ ଲକ୍ଷ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଇବା ଭଳି ଚାକିରି ସୁଯୋଗ ଅଛି। କମ୍ପାନୀ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି।…