ଆଲାସ୍କାରେ ଟ୍ରମ୍ପ-ପୁଟିନଙ୍କ ଆଲୋଚନା ବିଫଳ, ଏବେ ଜେଲେନସ୍କିଙ୍କ ସହ କଥା ହେବେ ଟ୍ରମ୍ପ, କେବେ ବନ୍ଦ ହେବ ଯୁଦ୍ଧ
ନୂଆଦିଲ୍ଲୀ: ଟ୍ରମ୍ପଙ୍କ ମୁଣ୍ଡରେ ଚାଲିଛି କି ପ୍ଲାନ୍? ଦୀର୍ଘ ଦିନ ଧରି ରୁଷିଆ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଗୋଟେ ପଟେ ଥମିବାର ନାଁ ଧରୁନଥିବା ବେଳେ, ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଏହି ଯୁଦ୍ଧକୁ…