ଦିନିକିଆ ବିଶ୍ୱକପ, ଏହି ଦିନ ପାକିସ୍ତାନ ସହ ମହାଲଢେଇ, କେବେ କାହା ସହ ଖେଳିବ ଟିମ୍ ଇଣ୍ଡିଆ…
ଓଡିଶା ଭାସ୍କର: ଦିନିକିଆ ବିଶ୍ୱକପ । ମହାସମରରେ ଲଢେଇ କରିବେ ବିଶ୍ୱର ଟପ ଟିମ୍ । ଦୁନିଆ ଦେଖିବ ନୂଆ ଚାମ୍ପିୟନ । ଭାରତୀୟ ମହିଳା ଦଳ ଆସନ୍ତା 30 ସେପ୍ଟେମ୍ୱରରୁ ଦିନିକିଆ ବିଶ୍ୱକପରେ ନିଜର ଅଭିଯାନର ଶୁଭାରମ୍ଭ କରିବ…