ଖୁବଶୀଘ୍ର ହେବ ଆଉ ଏକ ଯୁଦ୍ଧ…! ଅପରେସନ୍ ସିନ୍ଦୂର ମଧ୍ୟରେ ଭାରତୀୟ ସେନା ମୁଖ୍ୟଙ୍କ ଚେତାବନୀ
ନୂଆଦିଲ୍ଲୀ: 'ଆମେ କଳ୍ପନା କରୁଥିବା ପରବର୍ତ୍ତୀ ଯୁଦ୍ଧ ଖୁବ୍ ଶୀଘ୍ର ହୋଇପାରେ...' ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏନେଇ ଏକ ବଡ଼ ଚେତାବନୀ ଦେଇଛନ୍ତି। ଏହା ସହିତ 'ଆମକୁ ସେହି ଅନୁସାରେ ପ୍ରସ୍ତୁତ…