କଳିଯୁଗର ଅନ୍ତ ଖୁବଶୀଘ୍ର! ଦୁନିଆରେ ଦେଖାଗଲାଣି କଳିଯୁଗ ବିନାଶର ୫ ବଡ଼ ଲକ୍ଷଣ
ଓଡିଶା ଭାସ୍କର: ସନାତନ ଧର୍ମରେ ୪ଟି ଯୁଗ ବର୍ଣ୍ଣନା କରାଯାଇଛି, ଯେଉଁଥିରେ ସତ୍ୟଯୁଗ, ତ୍ରେତୟା, ଦ୍ୱାପରଯୁଗ ଏବଂ କଳିଯୁଗ ଅନ୍ତର୍ଭୁକ୍ତ। ବର୍ତ୍ତମାନ କଳିଯୁଗର ସମୟ ଚାଲିଛି, ଯାହାକୁ ପାପ, ଅଧର୍ମି, ମିଥ୍ୟା ଏବଂ ଭ୍ରମ…