ରାହୁଲ ଗାନ୍ଧୀଙ୍କୁ କୋର୍ଟ ଦେଲେ ଜାମିନ, ଅମିତ ଶାହଙ୍କ ବିରୋଧରେ ଦେଇଥିଲେ ଆପତ୍ତିଜନକ ଟିପ୍ପଣୀ
ନୂଆଦିଲ୍ଲୀ:କଂଗ୍ରେସ ଦଳର ସାଂସଦ ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଆଜି ଝାଡ଼ଖଣ୍ଡର ଚାଇବାସାରେ ଏମପି/ଏମଏଲଏ କୋର୍ଟରେ ହାଜର ହୋଇଛନ୍ତି।
ସୂଚନା ମୁତାବକ, ରାହୁଲ ଗାନ୍ଧୀ ୨୦୧୮ରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ…