ଡେଙ୍ଗୁ ମଶାକୁ କିପରି ଚିହ୍ନିବେ, କେମିତି ଦେଖାଯାଆନ୍ତି ଡେଙ୍ଗୁ ମଶା, ଆସନ୍ତୁ ଜାଣିବା
ନୂଆଦିଲ୍ଲୀ: ଏବେ ରାଜ୍ୟ ତଥା ଦେଶରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଡେଙ୍ଗୁର ବଢ଼ୁଥିବା ମାମଲାକୁ ଦେଖି ସରକାର ସତର୍କତା ଅବଲମ୍ୱନ କରୁଛନ୍ତି।
ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ପରାମର୍ଶ…