୫୨ ବର୍ଷରେ ସୋନୁ ସୁଦ୍‌, ଜାଣନ୍ତୁ ତାଙ୍କ ମୋଟ୍‌ ସମ୍ପତ୍ତି କେତେ…

ମୁମ୍ବାଇ,୩୦ା୭: ଆଜି ୫୨ ବର୍ଷରେ ପଦାର୍ପଣ କରିଛନ୍ତି ଅଭିନେତା ସୋନୁ ସୁଦ୍‌। ତେବେ ସେ ତାଙ୍କ କ୍ୟାରିୟର ଭିତରେ କେତେ ଟଙ୍କାର ସମ୍ପତ୍ତି ପାଖରେ ରଖିଛନ୍ତି ଜାଣନ୍ତୁ... ୫୨ ବର୍ଷୀୟ ସୋନୁ କେବଳ ବଲିଉଡ୍‌ରୁ ନୁହଁ,…

ସ୍ଥଗିତ ହେଲା ବହୁ ପ୍ରସିଦ୍ଧ ଅମରନାଥ ଯାତ୍ରା, ଅସୁବିଧା ଭୋଗିଲେ ଭକ୍ତ

ଜମ୍ମୁକାଶ୍ମୀର: ସ୍ଥଗିତ ହେଲା ବହୁ ପ୍ରସିଦ୍ଧ ଅମରନାଥ ଯାତ୍ରା। ଯାହାକୁ ନେଇ ଭକ୍ତଙ୍କ ମନରେ ଅନେକ ଦ୍ୱନ୍ଦ୍ୱ। ପୁଣି କେବେଠାରୁ ଆରମ୍ଭ ହେବ ଅମରନାଥ ଯାତ୍ରା? କାହିଁକି ବନ୍ଦ ହେଲା ଯାତ୍ରା? ଏମିତି ଅନେକ କିଛି।…

“ମୋ ସାମ୍ନାରେ ଡ୍ରେସ୍ ଖୋଲ”, ଜେଲ ଫେରନ୍ତା ବାପାର ଝିଅକୁ ଡିମାଣ୍ଡ, ମା’ ପ୍ରତିବାଦ କରିବାରୁ କଲା ଏଭଳି କାଣ୍ଡ

ଲକ୍ଷ୍ନୌ: ବାପା ଏବଂ ଝିଅର ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଏହି ପବିତ୍ର ସମ୍ପର୍କକୁ କଳୁଷିତ କରୁଛନ୍ତି। ଉତ୍ତର ପ୍ରଦେଶର ବରେଲିରେ ମଧ୍ୟ ଏପରି କିଛି ଘଟଣା ଘଟିଛି। ଏଠାରେ…

ICC T20I Rankings: ନମ୍ବର 1 ବ୍ୟାଟସମ୍ୟାନ୍ ହେଲେ ଅଭିଷେକ ଶର୍ମା, ରଚିଲେ ଇତିହାସ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଓପନର ଅଭିଷେକ ଶର୍ମା ବିଶ୍ୱର ନମ୍ବର 1 ଟି-20 ବ୍ୟାଟସମ୍ୟାନ୍ ହୋଇଛନ୍ତି । ସଦ୍ୟତମ ICC ରାଙ୍କିଂରେ ଅଭିଷେକ ଶର୍ମା ଟ୍ରାଭିସ୍ ହେଡ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି । ଟ୍ରାଭିସ୍ ହେଡ୍ ବହୁତ…

ଏକାସାଙ୍ଗରେ ଅନ୍ଧାର ହୋଇଗଲା ଭାରତର ଏହି ୭ ରାଜ୍ୟ, ୩୬ କୋଟି ଲୋକ ପ୍ରଭାବିତ!

ନୂଆଦିଲ୍ଲୀ: ଅନ୍ଧାର ହୋଇଗଲା ଏହିସବୁ ରାଜ୍ୟ। ଗୋଟିଏ କି ଦୁଇଟି ନୁହେଁ ଏକାଥରେ ୭ଟି ରାଜ୍ୟ ହୋଇଗଲା କିଟିମିଟି ଅନ୍ଧାର। ଚାରିଆଡ ଖାଁ ଖାଁ। ବିଦ୍ୟୁତ୍ କାଟ୍ ହୋଇଯିବାରୁ ଚାରିଆଡ଼େ ମାଡିଆସିଲା ଘନ ଅନ୍ଧକାର। ଯେଉଁଥିରେ…

ବନ୍ୟାଞ୍ଚଳ ବୁଲି ଦେଖିବା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା, ୩ଟି ଜିଲ୍ଲାର ୮ଟି ବ୍ଲକ ପ୍ରଭାବିତ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୁରଜ ସୂର୍ଯ୍ୟବଂଶୀ ଏବଂ ସ୍ବତନ୍ତ୍ର ରିଲିଫ କମିଶନର ଡି . କେ ସିଂ ଆକାଶ…

ବାଃରେ ପୋଲିସ! ଗିରଫ ହେବା ପୂର୍ବରୁ ହେଲା ଅଭିଯୁକ୍ତର ମୃତ୍ୟୁ, ପୋଲିସ ତାଙ୍କ ନିର୍ଦ୍ଦୋଷ ଭାଇକୁ ପଠାଗଲା ଜେଲ୍

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାର ପୋଲିସର ଏକ ବଡ଼ ଅବହେଳା ସାମ୍ନାକୁ ଆସିଛି । ଏଠାରେ ପୋଲିସର ଏକ ଛୋଟ ଭୁଲ ଯୋଗୁଁ ଜଣେ ନିର୍ଦ୍ଦୋଷ ବ୍ୟକ୍ତି ଅପରାଧୀଙ୍କ ତାଲିକାରେ ସାମିଲ ହୋଇଗଲେ । ନିଜକୁ…

ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ, ୫ଟି ସ୍ଥାନରେ ଚାଲିଛି ରେଡ୍‌

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ସହକାରୀ ଯନ୍ତ୍ରୀ। ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନ୍‌-୩ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

ଆକାଶମାର୍ଗରୁ ବନ୍ୟା ସ୍ଥିତି ଦେଖି କ୍ଷୟକ୍ଷତିର ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ ସୁରଜ…

UNSC ରିପୋର୍ଟରେ ପାକିସ୍ତାନର ପର୍ଦ୍ଦାଫାସ, କହିଲା – ‘ଲସ୍କର ବିନା ଆକ୍ରମଣ ସମ୍ଭବ ନୁହେଁ’

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦ (UNSC) ପ୍ରତିବନ୍ଧକ ନିରୀକ୍ଷଣ ଦଳ ପହଲଗାମ ଆତଙ୍କବାଦୀ ଆକ୍ରମଣ ସହିତ ଜଡିତ ଏକ ବଡ଼ ଖୁଲାସା କରିଛି । ଜାତିସଂଘ କହିଛି ଯେ ରେଜିଷ୍ଟାନ୍ସ ଫ୍ରଣ୍ଟ ଦୁଇଥର ପହଲଗାମ ଆତଙ୍କବାଦୀ…