ରନୱେରୁ ଖସିଲା ବିମାନ , କ୍ରସୱିଣ୍ଡ ଯୋଗୁ ହାତରୁ ନିୟନ୍ତ୍ରଣ ହରାଇଥିଲେ ପାଇଲଟ: ଏପରି ଭାବରେ ମୃତ୍ୟୁରୁ ବଞ୍ଚିଗଲା ୧୬୩ ଜୀବନ
ଜାକାର୍ତା: ଇଣ୍ଡୋନେସିଆର ସୋଏକାର୍ନୋ-ହଟ୍ଟା ଅନ୍ତର୍ଜାତୀୟ ବିମାନବନ୍ଦରରେ ଶନିବାର (୨୮ ଜୁନ, ୨୦୨୫) ଏକ ବଡ଼ ବିମାନ ଦୁର୍ଘଟଣାରୁ ଅଳ୍ପରେ ଟଳିଯାଇଛି । ବାଟିକ ଏୟାରର ଏକ ବୋଇଂ ୭୩୭ ବିମାନ (ରେଜିଷ୍ଟ୍ରେସନ ନମ୍ବର…