ଗଭୀର ପାଣିରେ ବିଶାଳ କୁମ୍ଭୀର ସହ ଲଢ଼େଇ କଲା ୧୦ ବର୍ଷର କୁନି ପୁଅ, ବାପାର ଜୀବନ ବଞ୍ଚାଇଲା

ଉତ୍ତରପ୍ରଦେଶ:  କୁମ୍ଭୀର କେତେ ଭୟଙ୍କର ସେ କଥା କହିବାର ଆବଶ୍ୟକତା ନାହିଁ।  ଅନେକ ସମୟରେ ମଣିଷଙ୍କୁ କୁମ୍ଭୀର ଗୋଟା ଖାଇଯିବାର ନଜିର ରହିଛି।  ଆଉ କୁମ୍ଭୀର ପାଟିରେ ଥରେ ପଡିବା ପରେ ସେଥିରୁ ମୁକୁଳିବା ପ୍ରାୟ…

ପ୍ରଥମେ ଯୌନ ନିର୍ଯାତନା, ପରେ ୨୪ ଥର ଛୁରୀ ଭୁଷି ନାବାଳକକୁ ହତ୍ୟା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ସମୟପୁର ବଦଲି ଅଞ୍ଚଳରୁ  ହତ୍ୟା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୪ ବର୍ଷର ନାବାଳକକୁ ପ୍ରଥମେ ବଳାତ୍କାର ଏବଂ ପରେ ୨୪ ଥର ଛୁରି ଭୁଷି ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ୧…

ଆଗାମୀ 3 ଘଣ୍ଟା ସତର୍କ ରୁହ; ବୁଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ, ମତ୍ସଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ବର: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁରରେ, ଦେବଗଡ଼, ସୋନପୁର, ଅନୁଗୁଳରେ ଆଗାମୀ ୩ ଘଣ୍ଟା…

ଠପ୍ ହେଲା Starlink ସେବା, କ୍ଷମା ମାଗିଲେ ଏଲନ ମସ୍କ

ନୂଆଦିଲ୍ଲୀ:  କ୍ଷମା ମାଗିଲେ ଏଲନ ମସ୍କ। କାରଣ ଗୁରୁବାର ଦିନ ବିଳମ୍ୱିତ ରାତିରେ ଠପ ହୋଇଯାଇଥିଲା ଏଲନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ ସାଟେଲାଇଟ୍ ବ୍ରଡବ୍ୟାଣ୍ଡର ସେବା। ସେବା ବନ୍ଦ ହେବା ଯୋଗୁଁ ପାଖାପାଖି ୧୪୦ଟି…

ରେଲୱେ ରଚିଲା ଇତିହାସ; ହାଇଡ୍ରୋଜେନ ଟ୍ରେନର ସଫଳ ପରୀକ୍ଷଣ, ନିର୍ମାଣ ଆରମ୍ଭ

ଓଡ଼ିଶା ଭାସ୍କର: ଇତିହାସ ରତିଲା ଭାରତୀୟ ରେଳବାଇ । ଦେଶରେ ପ୍ରଥମଥର ଗଡ଼ିବାକୁ ଯାଉଛି ଦୁନିଆର ସବୁଠାରୁ ପାୱାରଫୁଲ ହାଇଡ୍ରୋଜେନ୍ ଟ୍ରେନ । ଚେନ୍ନାଇ ସ୍ଥିତ ଇଣ୍ଟିଗ୍ରାଲ୍ କୋଚ୍‌ ଫ୍ୟାକ୍ଟ୍ରି (ICF)ରେ ହାଇଡ୍ରୋଜେନ୍…

ଆରମ୍ଭ ହେଲା ଅଙ୍କକଷା… ନୂଆ ମନ୍ତ୍ରୀମଣ୍ଡଳ ଗଠନ ପାଇଁ ଦ୍ୱନ୍ଦ୍ୱରେ ବିଧାୟକ, କାହା ମୁଣ୍ଡରେ ଢଳାଯିବ ସୁନା କଳସ!

ଭୁବନେଶ୍ୱର: ଦିଲ୍ଲୀରୁ ଦଳୀୟ ମିଟିଂ ସାରି ଫେରିବା ପରେ ବିଜେପି ଦଳ ରାଜ୍ୟ ସଭାପତି ଦେଇଛନ୍ତି ଗଣମାଧ୍ୟମକୁ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା । ରାଜ୍ୟରେ ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ସଂମ୍ପ୍ରସାରଣ ହେବା ନେଇ କହିଲେ…

ବାହାଘରକୁ ପୂରିନି ମାସେ, ବିଧବା ହେବା ପାଇଁ ସ୍ତ୍ରୀର ଯୋଜନା, ସ୍ୱାମୀକୁ କୂଅକୁ ଠେଲିଦେଲା ସ୍ତ୍ରୀ

ଗଞ୍ଜାମ: ଜଘନ୍ୟ କାଣ୍ଡ। ବାହାଘରକୁ ପୁରିନି ମାସେ। ହାତରୁ ଛାଡିନି ମେହେନ୍ଦୀ କି ପାଦରୁ ଲିଭିନି ଅଳତା। ହେଲେ ନବବଧୂ ଜଣକ ନିଜ ମଥାରୁ ସିନ୍ଦୂର ପୋଛିବା ପାଇଁ ସବୁ ପ୍ରସ୍ତୁତି କରିସାରିଥିଲେ। ଘଟଣାଟି ଟିକେ…

ରାସ୍ତା ବଦଳରେ ପାଣିକୁ ଠେଲିଦେଲା ଗୁଗୁଲ ମ୍ୟାପ୍‌, ଗାଡ଼ି ସହ ନଦୀରେ ପଡ଼ିଲେ ମହିଳା

ମୁମ୍ବାଇ: ଆଜିକାଲି ଗୁଗୁଲ ମ୍ୟାପ୍ ଭରସାରେ ଯୁବପୀଢ଼ି। ରାସ୍ତା ନ ଜାଣିପାରିଲେ କି କେତେ କିଲୋମିଟର ବାଟ ଜାଣିବାକୁ ଗୁଗୁଲ ମ୍ୟାପ ଦେଖୁଛନ୍ତି ଯୁବପୀଢ଼ି। ହେଲେ ଗୁଗୁଲ ମ୍ୟାପ ଯେ ସବୁ ଠିକ୍ ଦେଖାଏ ତାକୁ ଭାବିବା ମଧ୍ୟ…

IND vs ENG: ବେନ୍ ଷ୍ଟୋକ୍ସଙ୍କ ପ୍ରାଇଭେଟ୍ ପାର୍ଟରେ ବାଜିଲା ବଲ୍, ଦେଖନ୍ତୁ (Video) ପଡ଼ିଆ ମଝିରେ ଆଣ୍ଠେଇ ପଡ଼ିଲେ ଖେଳାଳି

ମାଞ୍ଚେଷ୍ଟର: ଭାରତୀୟ ସ୍ପିଡ୍‌ଷ୍ଟର ମହମ୍ମଦ ସିରାଜଙ୍କ ଏକ ବଲ୍ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ଗୁପ୍ତାଙ୍ଗରେ ବାଜିଲା। ଆଘାତ ଏତେ ଗୁରୁତର ଥିଲା ଯେ ବେନ୍ ଷ୍ଟୋକ୍ସ ଯନ୍ତ୍ରଣାରେ ଛଟପଟ ହୋଇ ପଡ଼ିଆରେ ବସିଗଲେ।…

ସଂସାର ଯଞ୍ଜାଳଠୁ ବଳିଗଲା ଆର୍ଥିକ କଷ୍ଟ; ୨ ପିଲା, ସ୍ତ୍ରୀଙ୍କୁ ମାରି ଆତ୍ମହତ୍ୟା କଲେ ଯୁବକ

ରାଜସ୍ଥାନ: ଆର୍ଥିକ ସମସ୍ୟା ହେଲା ବୋଝ। ଶେଷ ରାସ୍ତା ବାଛିନେଲେ ଦୁନିଆକୁ ଛାଡ଼ିବା। ନିଜ ସହ ପରିବାରର ନେଇଗଲେ ଜୀବନ। ରାଜସ୍ଥାନର ଉଦୟପୁରରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଆର୍ଥିକ ସମସ୍ୟାରେ ପିଡ଼ିତ ଜଣେ ଯୁବକ ତାଙ୍କ…