ଆରମ୍ଭ ହେଲା ଅଙ୍କକଷା… ନୂଆ ମନ୍ତ୍ରୀମଣ୍ଡଳ ଗଠନ ପାଇଁ ଦ୍ୱନ୍ଦ୍ୱରେ ବିଧାୟକ, କାହା ମୁଣ୍ଡରେ ଢଳାଯିବ ସୁନା କଳସ!
ଭୁବନେଶ୍ୱର: ଦିଲ୍ଲୀରୁ ଦଳୀୟ ମିଟିଂ ସାରି ଫେରିବା ପରେ ବିଜେପି ଦଳ ରାଜ୍ୟ ସଭାପତି ଦେଇଛନ୍ତି ଗଣମାଧ୍ୟମକୁ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ।
ରାଜ୍ୟରେ ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ସଂମ୍ପ୍ରସାରଣ ହେବା ନେଇ କହିଲେ…