ଶୁଭମନ ଗିଲ ଖେଳିଲେ କେଉଁ ଗେମ, ଯେଉଁଥିରେ ଶରୀରରେ ହେଲା କ୍ଷତ ? ଏଜବେଷ୍ଟନ୍ରେ ବିଜୟ ପରେ କଲେ ଖୁଲାସା
ବାର୍ମିଂହାମ୍: ଟିମ୍ ଇଣ୍ଡିଆର ନୂଆ ଅଧିନାୟକ ଶୁଭମନ ଗିଲ ଏଜବେଷ୍ଟନ୍ ଟେଷ୍ଟରେ ଇଂଲଣ୍ଡକୁ ୩୩୬ ରନ୍ରେ ପରାସ୍ତ କରି ନିଜ କ୍ୟାପ୍ଟେନ୍ସିରେ ପ୍ରଥମ ଜିତର ଖାତା ଖୋଲିଛନ୍ତି। ଏହି ଜିତ ସହିତ ସିରିଜ୍ ୧-୧ରେ ବରାବର…