ଶିଳ୍ପାଙ୍କ Class ନେବ EOW, ବେପାର କରିବାକୁ ଟଙ୍କା ଆଣି ଐସରେ ଖର୍ଚ୍ଚ କରିଦେଲେ ୬୦ କୋଟି!
ମୁମ୍ବାଇ: ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ବ୍ୟବସାୟୀ ରାଜ କୁନ୍ଦ୍ରା ସବୁବେଳେ ବିବାଦରେ ଘେରି ରହିଛନ୍ତି। ଏବେ ତାଙ୍କୁ ନେଇ ଆଉ ଏକ ବିବାଦ ମୁଣ୍ଡ ଟେକିଛି, ତାଙ୍କର ସମସ୍ୟା ପୁଣି ଥରେ ବଢ଼ିପାରେ। ପ୍ରକୃତରେ, ରାଜ…