ଘାନା ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ, କହିଲେ ଚା’ରେ ଚିନି ପରି ଘାନାରେ ଭାରତୀୟମାନେ ମିଶିଯାଆନ୍ତି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଘାନାର ସଂସଦକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ସେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଷୟରେ କଥା ହୋଇଥିଲେ । ସେ ଆତଙ୍କବାଦ ଏବଂ ଜଳବାୟୁ ପରିବର୍ତ୍ତନକୁ ବଡ଼ ସମସ୍ୟା ବୋଲି କହିଥିଲେ ।…