ଏହି ନୋଟରେ ଏମିତି କ’ଣ ରହିଛି, ମାତ୍ର ୫୦୦ ଟଙ୍କିଆ ନୋଟ୍ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛି

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ଏକ ୫୦୦ ଟଙ୍କିଆ ନୋଟ୍ ହଇଚଇ ସୃଷ୍ଟି କରିଛି। ଆଉ ଏହି ନୋଟ୍ ଟି ଭାଇରାଲ ହେବାର କାରଣ ହେଉଛି ଏହାର ସିରିଏଲ୍ ନମ୍ୱର। ତେବେ ନୋଟ୍ ଟିର ସିରିଏଲ୍ ନମ୍ୱର ରହିଛି  1DL…

ଆନ୍ଦୋଳନରେ OAS ସଂଘ, ତହସିଲ କାର୍ଯ୍ୟାଳୟରେ କାମ ଠପ୍

ଭୁବନେଶ୍ବର: ଆନ୍ଦୋଳନରେ OAS ସଂଘ । ସରକାରୀ ଅଫିସରେ ଦେଖାନାହାନ୍ତି ସରକାରୀ ବାବୁ । ଖାଁ ଖାଁ ସରକାରୀ ଅଫିସ । ଯେଉଁଥିପାଇଁ ହନ୍ତସନ୍ତ ସାଧାରଣ ଲୋକେ । OAS ସଂଘର ଆନ୍ଦୋଳନ ପାଇଁ ତହସିଲ କାର୍ଯ୍ୟାଳୟରେ କାମ ଠପ୍…

ବିବାହରେ ମିଳିଲାନି ଯୌତୁକ, ପୁଅକୁ କରାଇଲେ ଦ୍ୱିତୀୟ ବିବାହ, ନୂଆ ବୋହୂର କରିଦେଲେ ହତ୍ୟା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଭାଦୋହିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ନବବିବାହିତା ମହିଳାଙ୍କୁ ବିବାହର ମାତ୍ର ଦୁଇ ମାସ ପରେ ତାଙ୍କ ଶ୍ୱଶୁର ଘର ଲୋକେ ଯୌତୁକ ଦାବି ପୂରଣ ନ ହେବାରୁ ହତ୍ୟା…

ଖାଇବା ପରେ ପେଟ ବେଲୁନ ପରି ଫୁଲି ଯାଉଛି କି ? ମାତ୍ର 1 ଚାମଚ୍ ଖାଆନ୍ତୁ ଏହି ପାଉଡର, ଚୁଟକିରେ Problem Solve

ଓଡ଼ିଶା ଭାସ୍କର: ଅନେକ ସମୟରେ ଖାଦ୍ୟ ଖାଇବା ପରେ ପେଟ ଫୁଲିବାକୁ ଲାଗେ। ଯାହା ଯୋଗୁଁ ଅସ୍ଥିରତା ବଢ଼ିଯାଏ ଏବଂ ନିଦ ମଧ୍ୟ ଆସେ ନାହିଁ। ଯଦି ଆପଣଙ୍କର ମଧ୍ୟ ପେଟ ଫୁଲିବା ସମସ୍ୟା ଅଛି, ତେବେ ଏହି ଘରୋଇ ଦେଶୀ ପାଉଡର…

ତେଲେଙ୍ଗାନା ବିସ୍ଫୋରଣ;  ଏବେ ବି 5 ଓଡ଼ିଆ ଶ୍ରମିକ ନିଖୋଜ, 4 ଜଣଙ୍କର ହୋଇଥିଲା ମୃତ୍ୟୁ

ତେଲେଙ୍ଗାନା: ବିସ୍ଫୋରଣରେ 5 ଓଡ଼ିଆ ନିଖୋଜ । ତେଲେଙ୍ଗାନା ବିସ୍ଫୋରଣରେ ଏବେ ବି 5 ଓଡ଼ିଆ ଶ୍ରମିକଙ୍କର ମିଳୁନି ପତ୍ତା । ଗଞ୍ଜାମରୁ 2 ଜଣ, ନବରଙ୍ଗପୁରରୁ 2 ଜଣ ଏବଂ କଟକରୁ ଜଣେ ନିଖୋଜ ଥିବା ସୂଚନା । ଘଟଣାସ୍ଥଳରେ…

‘Courier Delivery Agent’ ସାଜି ଘରେ ପଶିଲା ବ୍ୟକ୍ତି, ୨୫ ବର୍ଷର ଯୁବତୀଙ୍କ ସହ କଲେ ଦୁଷ୍କର୍ମ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେରେ ଜଣେ ଅଜ୍ଞାତ ବ୍ୟକ୍ତି ‘କୋରିୟର ଡେଲିଭରୀ ଏଗଜୁକୁଟିଭ’ ସାଜି ଏଠାରେ ଏକ ଫ୍ଲାଟରେ ପଶି ୨୫ ବର୍ଷର ଯୁବତୀଙ୍କ ସହ ଦୁଷ୍କର୍ମ କରିଛନ୍ତି। ପୋଲିସ ଆଜି ଏହି ସୂଚନା ଦେଇଛି। ପୋଲିସ…

ମୋବାଇଲ ପାଇଁ ସାଙ୍ଗକୁ ମାରିଦେଲା ସାଙ୍ଗ, 4 ଦିନ ପରେ ମିଳିଲା ମୃତଦେହ

ଆନନ୍ଦପୁର: ନିଖୋଜର 4 ଦିନ ପରେ ନାବାଳକଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର । ସୋସୋ ଥାନା ରାଇଘାଟି ଗାଁ ଜଙ୍ଗଲରୁ ନାବାଳକଙ୍କର ମୃତଦେହ ଉଦ୍ଧାର ହୋଇଛି । ତେବେ ମୋବାଇଲ ପାଇଁ ନିଜ ସାଙ୍ଗକୁ ହତ୍ୟା କରିଥିବା ପରିବାର…

ଅମରନାଥ ଯାତ୍ରା ଯାଉଥିଲେ ଘରକୁ ଅବଶ୍ୟ ଆଣନ୍ତୁ ଏହି 10ଟି ଜିନିଷ, ରହିବନି ଅର୍ଥର ଅଭାବ

ନୂଆଦିଲ୍ଲୀ: ସନାତନ ଧର୍ମର ଲୋକଙ୍କର ଅମରନାଥ ଯାତ୍ରା ସହ ଏକ ବିଶେଷ ବିଶ୍ୱାସ ଜଡିତ। ପ୍ରତିବର୍ଷ ବହୁ ସଂଖ୍ୟକ ଭକ୍ତ ଅମରନାଥ ଗୁମ୍ଫାରେ ବାବା ବର୍ଫାନୀଙ୍କୁ ଦର୍ଶନ କରିବାକୁ ଯାଆନ୍ତି। ପୌରାଣିକ କଥା ଅନୁଯାୟୀ,…

ପୁଣି ଥରେ ପାକିସ୍ତାନୀ ତାରକାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ୟାନ କଲା ଭାରତ, ପିଏମ ମୋଦୀଙ୍କୁ AICWAର ନିବେଦନ

ନୂଆଦିଲ୍ଲୀ: ଏପ୍ରିଲ ମାସରେ ପହଲଗାମରେ ହୋଇଥିବା ଆତଙ୍କୀ ହମଲା ପରେ ଇଣ୍ଡିଆ ପକ୍ଷରୁ ପାକିସ୍ତାନୀ ତାରକାମାନଙ୍କର ଆକାଉଣ୍ଟକୁ ବ୍ୟାନ କରାଯାଇଥିଲା। ହେଲେ ଗତ କିଛି ଦିନ ତଳେ କିଛି ପାକିସ୍ତାନୀ ଅଭିନେତା ଏବଂ…

ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ, ଏକାକାଳୀନ 6 ସ୍ଥାନରେ ଚଢାଉ

ଟିଟିଲାଗଡ଼: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଟିଟିଲାଗଡ଼ R & B ସବଡିଭିଜନର ଯନ୍ତ୍ରୀ ଦିଲେଶ୍ବର ମାଝୀଙ୍କ ଘରେ ରେଡ୍ କରିଛି ବିଜିଲାନ୍ସ । ଆୟ ବହୁର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…