ଖବର କ’ଣ ଏହି ୩୦-୩୦-୩୦ ଫର୍ମୁଲା, ଯାହା ଶୀଘ୍ର ଓଜନ ହ୍ରାସ କରେ Subhasmita Das Jun 30, 2025 ଓଡ଼ିଶାଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ପରିବର୍ତ୍ତିତ ଖାଦ୍ୟପେୟ ଅଭ୍ୟାସ ଯୋଗୁଁ ମୋଟାପଣ ଏକ ସାଧାରଣ ସମସ୍ୟା ହେଇଯାଇଛି। ଆମେ ସମସ୍ତେ ଆମର ଖରାପ ଜୀବନଶୈଳୀର ପରିଣାମ ଓଜନ ବୃଦ୍ଧି ରୂପରେ ଭୋଗୁଛୁ।…
Breaking News ନବବିବାହିତା ବଧୂଙ୍କ ଆତ୍ମହତ୍ୟା: ଯୌତୁକ ନିର୍ଯାତନାରୁ କ୍ଷୁବ୍ଧ ହୋଇ ହାରିଲେ ଜୀବନ, ଦେଇଥିଲେ ଭଲଭୋ କାର, ୮୦୦ ଗ୍ରାମ ସୁନା Odisha Bhaskar Office Jun 30, 2025 ଚେନ୍ନାଇ: ତାମିଲନାଡୁର ତିରୁପ୍ପୁରରେ ଜଣେ ୨୭ ବର୍ଷୀୟା ନବବିବାହିତା ମହିଳା ଯୌତୁକ ନିର୍ଯାତନାରୁ କ୍ଷୁବ୍ଧ ହୋଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ରିଧାନ୍ୟା ହେଉଛନ୍ତି ଗାର୍ମେଣ୍ଟ କମ୍ପାନୀ ଚଳାଉଥିବା…
ଖବର ପୁଣି ଅଘଟଣ, କଟକ ରେଳ ଷ୍ଟେସନ ନିକଟରେ ଟ୍ରାକରୁ ଖସିଲା ଟ୍ରେନର ୩ଟି ବଗି Subhasmita Das Jun 30, 2025 କଟକ: ପୁଣି ଟ୍ରାକରୁ ଖସିଲା ଟ୍ରେନ୍। କଟକ ରେଳ ଷ୍ଟେସନ ନିକଟରେ ଟ୍ରେନ୍ ଲାଇନଚ୍ୟୁତ। ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଲିଛି। ତେବେ ପାରାଦୀପ ଅଭିମୁଖେ ଯାଉଥିଲା ମାଲବାହୀ ଟ୍ରେନ୍। ହେଲେ କଟକ ରେଳ…
Breaking News ସାପ କାମୁଡ଼ାରେ ଚାଲିଗଲା 2 ଜୀବନ Priyadarshni Dixit Jun 30, 2025 ସୁନ୍ଦରଗଡ଼: ସାପ କାମୁଡ଼ାରେ ଚାଲିଗଲା 2 ଜୀବନ। ସୁନ୍ଦରଗଡ଼ ଜିଲ୍ଲାର ବଣାଇରେ ଦୁଇଟି ଅଲଗା ଅଲଗା ଥାନାରେ ସାପ କାମୁଡ଼ାରେ 2ଜଣଙ୍କର ମୃତ୍ୟୁ ହୋଇଛି। ବଣାଇ ଥାନା କଟୁରୀଧୂଆଁ ଗାଁର ଜଣେ ନାବାଳିକା ଥିବାବେଳେ ଆଉ ଜଣେ…
ଅପରାଧ ବାପାକୁ ରାକ୍ଷସ କଲା ମଦ, ଚକୋଲେଟ୍ ଖାଇବାକୁ ଟଙ୍କା ମାଗିବାରୁ ୪ ବର୍ଷର କୁନି ଝିଅର ତଣ୍ଟି କାଟି ହତ୍ୟା Subhasmita Das Jun 30, 2025 ମହାରାଷ୍ଟ୍ର: କୁହାଯାଏ ବାପା ଏବଂ ଝିଅର ସମ୍ପର୍କରେ ବହୁତ ପ୍ରେମ ଥାଏ। ପୁଅ ମାନଙ୍କ ଅପେକ୍ଷା ବାପା ମାନେ ସେମାନଙ୍କର ଝିଅକୁ ଅଧିକ ଭଲ ପାଇଥାନ୍ତି। ହେଲେ ଏଠି ଜଣେ ବାପା ତା ଝିଅ ପାଇଁ ରାକ୍ଷସ ସାଜିଛି। ମଦ…
Breaking News ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ, ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଛାନ୍ଭିନ୍ Priyadarshni Dixit Jun 30, 2025 ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ କରିଛି।…
Breaking News ବଦ୍ରୀନାଥ ହାଇୱେରେ ପାହାଡ଼ରୁ ଖସିଲା ଭାରୀ ମାଟିପଥର, ଅଳ୍ପକେ ବର୍ତ୍ତିଲେ ଲୋକେ: ଯାତାୟାତ ବନ୍ଦ, ଆଜି ପାଇଁ ରେଡ୍ ଆଲର୍ଟ Sushreejyoti Routray Jun 30, 2025 ଚମୋଲି: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଥିବା ବଦ୍ରୀନାଥ ଜାତୀୟ ରାଜପଥରେ ଆଜି ସକାଳେ ଏକ ବଡ଼ ଧରଣର ପାହାଡ଼ ଧସିବା ଘଟଣା ଘଟିଛି। ପିପାଲକୋଟି ନିକଟସ୍ଥ ଭାନେରପାଣି ଅଞ୍ଚଳରେ ପାହାଡ଼ରୁ ଖସି ଆସିଥିବା ଭାରୀ ମାଟିପଥର ଓ…
ଖବର ଏହି ଦିନରୁ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ, ପ୍ରଥମ ଥର ପାଇଁ ହେବ ଡିଜିଟାଲ ସୁବିଧା Subhasmita Das Jun 30, 2025 ନୂଆଦିଲ୍ଲୀ: ସ୍ୱାଧୀନତା ପରେ ଭାରତର ଆଗାମୀ ଏବଂ ଅଷ୍ଟମ ଜନଗଣନାର ପ୍ରଥମ ପର୍ଯ୍ୟାୟ ୧ ଏପ୍ରିଲ ୨୦୨୬ରୁ ଆରମ୍ଭ ହେବ। ଯେଉଁଥିରେ ସାରା ଦେସର ପରିବାର ଗଣନା କରାଯିବ। ଏନେଇ ସୂଚନା ଦେଇଛନ୍ତି ଭାରତର ରେଜିଷ୍ଟ୍ରାର…
Featured ବକ୍ସ ଅଫିସରେ ଧମାଲ କରୁଛି ଅମୀର ଖାନଙ୍କ ଫିଲ୍ମ ‘ସିତାରେ ଜମିନ୍ ପର’, କାଜୋଲ ଓ ଅକ୍ଷୟ କୁମାରଙ୍କର ବିଗିଡ଼ିଗଲା ଖେଳ Priyadarshni Dixit Jun 30, 2025 ଓଡିଶା ଭାସ୍କର: ରେକର୍ଡ କାଟିଲା ଆମିର ଖାନଙ୍କ ‘ସିତାରେ ଜମିନ୍ ପର’ ଫିଲ୍ମ। ଫିଲ୍ମ ରିଲିଜ୍ ହେବାର 10 ଦିନ ବିତିଯାଇଥିଲେ ବି 90 କୋଟି ବଜେଟରେ ନିର୍ମିତ ଫିଲ୍ମଟି 200 କୋଟି ପାଖାପାଖି ପହଞ୍ଚିଛି। ଜୁନ୍ ମାସରେ…
ଅପରାଧ ଘର ବାହାରେ ଶୋଇଥିବା ବେଳେ ପଡ଼ୋଶୀର ତଣ୍ଟି କାଟିଦେଲା ପଡ଼ୋଶୀ Subhasmita Das Jun 30, 2025 ଦିଗପହଣ୍ଡି: ପୁଣି ହତ୍ୟାକାଣ୍ଡ। ଘର ବାହାରେ ଶୋଇଥିବା ବେଳେ ତଣ୍ଟି କାଟି ହତ୍ୟା। ଆଉ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଭିଆଇଛି ଜଣେ ପଡ଼ୋଶୀ। ଘର ବାହାରେ ଶୋଇଥିବା ବେଳେ ପଡ଼ୋଶୀର ବେକ କାଟି ହତ୍ୟା କରିଛି ଜଣେ…