CHARIDHAM

ପାଣିପାଗ ବିଭାଗର ଆଲର୍ଟ, ଜୁଲାଇ ୨ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା !

ଭୁବନେଶ୍ୱର: ଜୁଲାଇ ୨ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା।  ଘୂର୍ଣ୍ଣିବଳୟ ପ୍ରଭାବରେ ଜୁଲାଇ ୨ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା। ବିଭିନ୍ନ ଜିଲ୍ଲାରେ ବଜ୍ରପାତ…

ୟୁରିକ ଏସିଡ୍ ବଢ଼ିଲେ ପରିସ୍ରାରେ ଦେଖାଯାଏ ଏହି ୫ଟି ଲକ୍ଷଣ, ତୁରନ୍ତ ଖାଦ୍ୟରୁ ବାହାର କରନ୍ତୁ ଏହି ୫ଟି ଜିନିଷ

ଶରୀରରେ ୟୁରିକ ଏସିଡ୍ ବୃଦ୍ଧି ଅନେକ ସମସ୍ୟାର କାରଣ ହୋଇପାରେ। ଯୂରିକ ଏସିଡ୍ ହେଉଛି ଶରୀରରେ ଉତ୍ପନ୍ନ ହେଉଥିବା ଏକ ପ୍ରାକୃତିକ ବର୍ଜ୍ୟ ପଦାର୍ଥ, ଯାହା ସାଧାରଣତଃ ପରିସ୍ରା ମାଧ୍ୟମରେ ଶରୀରରୁ ବାହାରିଯାଏ। କିନ୍ତୁ…

ରଥଯାତ୍ରାକୁ ନେଇ ବଡ଼ ଅପଡେଟ୍, ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା

ପୁରୀ: ଜାରି ହେଲା ସୂଚନା। ଆସନ୍ତା କାଲି ଅପରାହ୍ନ ୪ଟାରେ ଆରମ୍ଭ ହେବ ପୁରୀରେ ରଥଟଣା। ଏନେଇ ସୂଚନା ଦେଲେ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। କହିଲେ ନୀତିନିର୍ଘଣ୍ଟ ଅନୁଯାୟୀ କାର୍ଯ୍ୟ କରାଯିବ। ମଙ୍ଗଳାର୍ପଣ ପରେ…

ଭାରତର ଦ୍ୱିତୀୟ ଶ୍ରେଷ୍ଠ ଉଦୀୟମାନ ମେଡିକାଲ କଲେଜ ହେଲା ଏମ୍ସ ଭୁବନେଶ୍ୱର

ଭୁବନେଶ୍ବର: AIIMS ଭୁବନେଶ୍ୱର ଏହାର ଉତ୍କର୍ଷତାର ଉଲ୍ଲେଖନୀୟ ଯାତ୍ରା ଜାରି ରଖିଛି । ପ୍ରତିଷ୍ଠିତ India Today-MDRA ସର୍ବୋତ୍ତମ ମେଡିକାଲ କଲେଜ ସର୍ଭେ 2025 ରେ ଭାରତର 12ତମ ଶ୍ରେଷ୍ଠ ମେଡିକାଲ କଲେଜ ସ୍ଥାନ…

ଶ୍ୱଶୁର ଘରେ ବଳି ପଡ଼ିଲା ଜ୍ୱାଇଁ, ପିଟିପିଟି ମାରିଦେଲେ

ସୋର: ଶ୍ୱଶୁର ଘରକୁ ଆସି ଜ୍ୱାଇଁର ଜୀବନ ଗଲା। ଶ୍ୱଶୁରଙ୍କ ମୃତ୍ୟୁ ଖବର ଶୁଣି ଆସିଥିଲେ ଜ୍ୱାଇଁ। ହେଲେ ନିଜେ ଆକ୍ରମଣର ଶିକାର ହେଲେ। ଏବଂ ଜ୍ୱାଇଁଙ୍କୁ ଶ୍ୱଶୁର ଘର ଲୋକ ପିଟିପିଟି ମାରିଦେଲେ। ଘଟଣାଟି ହେଉଛି…

ପୃଥିବୀକୁ ଭୁଲିଯାଅ, ସ୍ୱର୍ଗରେ ମଧ୍ୟ ଭୋଜପୁର ଚାଷୀମାନଙ୍କୁ ମିଳୁଛି ସମ୍ମାନ

ଭୋଜପୁର: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (ପିଏମ କିସାନ) ଅଧୀନରେ ବିହାରର ଭୋଜପୁର ଜିଲ୍ଲାରେ ବଡ଼ ଧରଣର ଅନିୟମିତତା ସାମ୍ନାକୁ ଆସିଛି। ଜିଲ୍ଲାରେ ପ୍ରାୟ ୧.୫୫ ଲକ୍ଷ କୃଷକ ଏହି ଯୋଜନାରେ ଲାଭ ପାଉଛନ୍ତି,…

5 ବର୍ଷରୁ କମ୍ ବୟସର ପିଲାମାନଙ୍କୁ ORS ଦିଆଯିବା ଉଚିତ କି? ଜାଣନ୍ତୁ ଡାକ୍ତରଙ୍କ ମତ

ନୂଆଦିଲ୍ଲୀ: ବର୍ଷା ଋତୁରେ, ଛୋଟ ପିଲାମାନଙ୍କଠାରେ ପ୍ରାୟତଃ ସଂକ୍ରମଣର ଆଶଙ୍କା ଥାଏ, ଯାହା ବାନ୍ତି କିମ୍ବା ଝାଡ଼ା ସୃଷ୍ଟି କରିପାରେ । ଏପରି ପରିସ୍ଥିତିରେ, ଲୋକମାନେ ସାଧାରଣତଃ ପିଲାଙ୍କୁ ORS ଦେଇଥାନ୍ତି ।…

୧ ବର୍ଷର ଝିଅ ନାଁରେ ୬ କୋଟିର କାର୍, ନମ୍ୱର ପ୍ଲେଟ୍, ସିଟ୍ ସବୁଠି ଝିଅର ନାଁ

ନୂଆଦିଲ୍ଲୀ:  କୁହାଯାଏ ବାପା ଓ ଝିଅଙ୍କ ସମ୍ପର୍କ ସବୁ ସମ୍ପର୍କଠୁ ଟିକେ ଅଧିକ ନିବିଡ଼। କାରଣ ପୁଅ ଅପେକ୍ଷା ବାପା ମାନେ ଝିଅମାନଙ୍କୁ ଟିକେ ଅଧିକ ଭଲ ପାଆନ୍ତି। କେବଳ ବାପା ନୁହଁନ୍ତି ଝିଅମାନେ ବି ମାଆ ମାନଙ୍କ…

ମହାକାଶରେ ପହଞ୍ଚି ଭାରତୀୟଙ୍କ ପାଇଁ ପ୍ରଥମ ବାର୍ତ୍ତା ପଠାଇଲେ ଶୁଭାଂଶୁ, “ଲଞ୍ଚ ବେଳେ ମୋ କାନ୍ଧରେ ଥିଲା ତ୍ରିରଙ୍ଗା”

ନୂଆଦିଲ୍ଲୀ: ସ୍ପେଶ୍ ଷ୍ଟେସନରେ ପହଞ୍ଚି ଇତିହାସ ରଚିଲେ ଶୁଭାଂଶୁ। ଆଉ ମହାକାଶରେ ପହଞ୍ଚିବା ପରେ ଭାରତୀୟଙ୍କ ପାଇଁ ପ୍ରଥମ ବାର୍ତ୍ତା ମଧ୍ୟ ପଠାଇଲେ। ମହାକାଶରୁ ଭାରତକୁ ଶୁଭାଂଶୁ ଶୁକ୍ଳାଙ୍କ ବାର୍ତ୍ତା। କହିଲେ…

ବଙ୍କରରୁ ହିଁ ବିଜୟ ଘୋଷଣା କଲେ ଖାମେନି, କହିଲେ ଯୁଦ୍ଧରେ ଇସ୍ରାଏଲକୁ ପରାସ୍ତ କରିଥିଲା ​​ଇରାନ

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ସର୍ବୋଚ୍ଚ ନେତା ପ୍ରଥମ ଥର ପାଇଁ ଦେଶର ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି  । ତାଙ୍କ ଅଭିଭାଷଣରେ ସେ ଇରାନର ଜନସାଧାରଣଙ୍କୁ ବିଜୟ ପାଇଁ ଅଭିନନ୍ଦନ…