Video: ରାତିରେ ଲୋକମାନଙ୍କ ବୋଝ ଉଠାନ୍ତି ଆଉ ଦିନରେ ପିଲାମାନଙ୍କ ଭବିଷ୍ୟତ ଗଢ଼ନ୍ତି ! ସଲାମ୍‌ ନାଗେଶୁ ପାତ୍ର

ଗଞ୍ଜାମ: ରାତିରେ ଲୋକମାନଙ୍କ ବୋଝ ଉଠାନ୍ତି ଆଉ ଦିନରେ ପିଲାମାନଙ୍କ ଭବିଷ୍ୟତ ଗଢ଼ାନ୍ତି । ବ୍ରହ୍ମପୁର ରେଳେଷ୍ଟସନ୍ ରେ ୩୫ ନମ୍ବର କୁଲି । କାନ୍ଧରେ ଯାତ୍ରୀଙ୍କ ଜିନିଷ ପତ୍ର ଆଖିରେ ଅନକ ସ୍ୱପ୍ନ । ଏ ଦୁଇଟି ଘଟଣା ସହିତ…

ଶୀତଦିନେ ଖରାରେ ଶୁଖାଉଛନ୍ତି କି ଓଦା କେଶ; ହୋଇପାରେ କେଶ ଝଡ଼ିବା ସମସ୍ୟା

କେଶ ସବୁବେଳେ ମଣିଷର ସୌନ୍ଦର୍ଯ୍ୟକୁ ବଢାଇଥାଏ । କେଶ ଲମ୍ବା କିମ୍ବା ଛୋଟ ହେଉ, ଏହାର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଶୀତଦିନେ କେଶ ଧୋଇବା ଏବଂ ଶୁଖାଇବା ଟିକେ କଷ୍ଟକର । କିନ୍ତୁ ଅଧିକାଂଶ ମହିଳା…

ରିଲିଜ୍ ହେଲା ସାନିଆ ମିର୍ଜା ଏବଂ ଶୋଏବ ମଲିକଙ୍କ ଟକ୍ ସୋ’ର ପ୍ରୋମୋ

ନୂଆଦିଲ୍ଲୀ: ସେଲିବ୍ରିଟି ଦମ୍ପତି ସାନିଆ ମିର୍ଜା ଏବଂ ଶୋଏବ ମଲିକଙ୍କ ଛାଡପତ୍ର ହେବାର ଖବର ଗତ କିଛି ମାସ ଧରି ଚର୍ଚ୍ଚାରେ ରହି ଆସିଛି । ଉଭୟ ଏପର୍ଯ୍ୟନ୍ତ ଏହି ଖବରକୁ ଅସ୍ୱୀକାର ମଧ୍ୟ କରିନାହାଁନ୍ତି । ନିକଟରେ…

‘ABHA’ ID ସୃଷ୍ଟି କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା: ସ୍ୱାସ୍ଥ୍ୟ ସେବା ପାଇଁ ରାଜ୍ୟକୁ ମିଳିଲା ପ୍ରଥମ ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଜନାରେ ସାମିଲ ନେଇ ଓଡ଼ିଶାକୁ ମିଳିଛି ଏକ ବଡ଼ ସଫଳତା । ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ (ଆଭା) ଯୋଜନାରେ ନୂଆ ହିତାଧିକାର (ଆଇଡି) ସୃଷ୍ଟି କରିବାରେ…

ଯୋଗ ଏବଂ ଆୟୁର୍ବେଦ ଆଜି ସମଗ୍ର ମାନବିକତା ପାଇଁ ଏକ ନୂତନ ଆଶା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଗୋଆ: 'ବିଶ୍ୱରେ ପୁର୍ବରୁ ଯୋଗ ଏବଂ ଆୟୁର୍ବେଦକୁ ଉପେକ୍ଷିତ କରାଯାଉଥିଲା। କିନ୍ତୁ ଅଜି ଏହା ପୁରା ମାନବ ସମାଜ ପାଇଁ ଏକ ନୂତନ ଆଶାରେ ପରିଣତ ହୋଇଛି। ଏହା ସହିତ ଏବେ ବିଶ୍ୱ ଯୋଗ ଦିବସରେ ପୁରା ବିଶ୍ୱ ଏହାକୁ ଉତ୍ତମ…

ଚନ୍ଦ୍ରକୁ ଯିବେ ବାଲବୀର ଫେମ୍ ଦେବ ଯୋଶୀ; ୩ ଲକ୍ଷ ଲୋକଙ୍କ ମଧ୍ୟରେ ହେଲେ ଚୟନ

ନୂଆଦିଲ୍ଲୀ: ମହାକାଶ ରହସ୍ୟରେ ପରିପୂର୍ଣ୍ଣ ଏଣୁ ମହାକାଶ ସହିତ ଜଡିତ ସବୁକିଛି ଲୋକଙ୍କୁ ଆକର୍ଷିତ କରିଥାଏ । ମହାକାଶର ଆକର୍ଷଣ କରୁଥିବା ସମସ୍ତ ଗ୍ରହ ନକ୍ଷତ୍ର ମଧ୍ୟରୁ ଚନ୍ଦ୍ର ହେଉଛି ଅନ୍ୟତମ । ଏହି ଚନ୍ଦ୍ର ଆମର…

(Video) ରାଜଧାନୀରେ ଅଘଟଣ: ଚଳନ୍ତା ଯାନରେ ଲାଗିଲା ନିଆଁ, ଜଳିଗଲା ସମ୍ପୂର୍ଣ୍ଣ କାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଘଟିଯାଇଛି ଏକ ଭୟଙ୍କର ଅଘଟଣ । ରାସ୍ତା ମଝିରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି ଏକ କାର୍ । ରାଜଧାନୀର ରସୁଲଗଡ଼ ଓଭରବ୍ରିଜ ଉପରେ ଘଟିଯାଇଛି ଏପରି ଏକ ଅଘଟଣ ।…

ସୁଶାନ୍ତଙ୍କ ମୃତ୍ୟୁକୁ ଅଢ଼େଇ ବର୍ଷ ବିତିଲା: ଆଜି ବି ଖାଲି ପଡ଼ିଛି ତାଙ୍କର ଭଡ଼ା ଫ୍ଲାଟ୍

ନୂଆଦିଲ୍ଲୀ: ସ୍ୱର୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବର ସାରା ଭାରତରେ ହଇଚଇ ସୃଷ୍ଟି ହୋଇଥିଲା । ଏକ ମଧ୍ୟବିତ ପରିବାରରୁ ଯାଇ କଡ଼ା ସଂଘର୍ଷ କରି ମୁମ୍ବାଇ ପରି ମହାନଗରୀରେ ଚଳଚ୍ଚିତ୍ର ଜଗତରେ…

ୟୁକ୍ରେନ୍ ପାୱାର ଗ୍ରୀଡ ଉପରେ ଆକ୍ରମଣ କଲା ଋଷ, ଅନ୍ଧାରରେ ୧୫ ଲକ୍ଷ ଲୋକେ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଗତ୯ ମାସ ଧରି ଯୁଦ୍ଧ ଜାରି ରହିଛି । ଏଥିରେ ୟୁକ୍ରେନ୍‌ର ଅନେକ ସହର ଧ୍ୱଂସ ହୋଇଯାଇଛି । ଏବେ ୟୁକ୍ରେନ୍‌ର ଅନେକ ସହର ଉପରେ ଋଷ ଇରାନ୍‌ର ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରୁଛି ।…

ନୃଶଂସତାର ସୀମା ପାର କଲା ସ୍ୱାମୀ; ଖାଇବାରୁ ବାହାରିଲା ଚୁଟି, ସ୍ତ୍ରୀକୁ କଲେ ଲଣ୍ଡା

ନୂଆଦିଲ୍ଲୀ; ବେଳେବେଳେ ଆମେ ଖାଉଥିବା ଖାଦ୍ୟରେ ଚୁଟି ବାହାରିଥାଏ । ଅନେକ ଲୋକ ଖାଦ୍ୟରେ ଚୁଟି ବାହାରିଲେ ବିରକ୍ତ ମଧ୍ୟ ହୋଇଥାନ୍ତି । ତେବେ ଜଣେ ବ୍ୟକ୍ତିଙ୍କ ଖାଦ୍ୟରେ ଚୁଟି ବାହାରିଥିବାରୁ ସେ ତାଙ୍କ ସ୍ତ୍ରୀଙ୍କୁ…