କାମ କରୁନାହିଁ ଆଣ୍ଟିବାୟୋଟିକ୍: ସକ୍ରିୟ ହେଉଥିବା ବ୍ୟାକ୍ଟେରିଆଙ୍କୁ ନେଇ ଚିନ୍ତା ପ୍ରକଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ନୂଆଦିଲ୍ଲୀ: କାମ ଦେଉ ନାହିଁ ଆଣ୍ଟିବାୟୋଟିକ୍ । ବିଶ୍ୱର ଅନେକ ଦେଶରେ ପ୍ରଭାବହୀନ ହେଉଛି ଦାମିକିଆ ଆଣ୍ଟିବାୟୋଟିକ୍ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ର ସଦ୍ୟତମ ରିପୋର୍ଟରୁ ଜଣାପଡିଛି ଯେ,…