ପଦ୍ମପୁର ପାଇଁ ଦାୟିତ୍ୱ ବାଣ୍ଟିଲା ବିଜେଡି,ଧାମନଗର ତ୍ରୁଟି ସୁଧାରିବା ପାଇଁ ଏହି ମନ୍ତ୍ରୀଙ୍କ ଉପରେ ଭରସା କରିଲେ ସୁପ୍ରିମୋ!

ଭୁବନେଶ୍ୱର:ଧାମନଗର ନିର୍ବାଚନ ହାରିବା ପରେ ଏବେ ସଜାଗ ହୋଇ ପଡିଛି ବିଜେଡି । ପରାଜୟ ଛିଟାକୁ ହାଲୁକା କରିବା ପାଇଁ ଏବେ ପଦ୍ମପୁରରେ ବଡ ଗେମ ପ୍ଲାନ କରୁଛି ବିଜେଡି । ଆଗକୁ ଅଛି ପଦ୍ମପୁର ଉପ ନିର୍ବାଚନ ଆଉ ଧାମନଗରେ…

IIT ଆଡମିସନ ଫିସ୍ ୫୦ ପ୍ରତିଶତ ଛାଡ଼: ଛାତ୍ରଛାତ୍ରୀଙ୍କ ପାଇଁ କ’ଣ ରହିଛି ପ୍ରୋସେସ୍

ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ପାଠ ପଢ଼ିବା ସମସ୍ତ ମେଧାବୀ ଛାତ୍ରଛାତ୍ରୀଙ୍କର ଏକ ସ୍ୱପ୍ନ ଥାଏ । ତେବେ ଏହି ବଡ଼ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ମୋଟା ଅଙ୍କର ଅର୍ଥ ଜମା…

Western Coalfields Limited ପକ୍ଷରୁ ବାହାରିଲା ୯୦୦ଟି ପଦବୀ: ଆରମ୍ଭ ହେଲା ଅନଲାଇନ୍ ଆବେଦନ ପ୍ରକ୍ରିୟା

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ୱେଷ୍ଟର୍ଣ୍ଣ କୋଲ ଫିଲ୍ଡସ ଲିମିଟେଡ୍ ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ମୋଟ ୯୦୦ଟି ପଦବୀ ଖାଲିଥିବା ବେଳେ ପ୍ରାର୍ଥୀମାନେ…

Free Civil Service Coaching ପୁଣି ଆରମ୍ଭ ହେବ: ଖୁବଶୀଘ୍ର ମାର୍ଗଦର୍ଶିକା ଜାରି କରିବ ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବାରେ ସଫଳତା ହାସଲ କରିବେ ଓଡ଼ିଶାର ଛାତ୍ରଛାତ୍ରୀ । ଏନେଇ ରାଜ୍ୟ ସରକାର ପୁଣି ଥରେ ମାଗଣା ସିଭିଲ ସର୍ଭିସ କୋଚିଂ ଯୋଜନା ଆରମ୍ଭ କରିବେ । ଗତ ୨୦୧୯ରେ ରାଜ୍ୟ…

କେନ୍ଦ୍ର ସରକାର ଜାରି କଲେ ଅଷ୍ଟମ ଅନୁଦାନ କିସ୍ତି, ୧୪ଟି ରାଜ୍ୟକୁ ମିଳିଲା ୭୧୮୩କୋଟି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଜସ୍ୱ କ୍ଷତି ଭରଣ ଲାଗି ୧୪ଟି ରାଜ୍ୟକୁ ମାସିକ କିସ୍ତି ଜାରି କରିଛନ୍ତି । ସୋମବାର ଦିନ ଅର୍ଥ ମନ୍ତ୍ରାଳୟ ୧୪ଟି ରାଜ୍ୟକୁ କ୍ଷତି ଅନୁଦାନ ପାଇଁ ୭ହଜାର ୧୮୩ କୋଟି ଟଙ୍କା ଦେବା ପାଇଁ…

ଡଙ୍ଗାଭସା:ପରମ୍ପରା କୁ ଜୀବିତ ରଖିବା ପାଇଁ ପ୍ରକୃତି ନଷ୍ଟ କରିବା ଉଚିତ କି ?

ଭୁବନେଶ୍ୱର:ପରମ୍ପରା ଯାହା ଆମକୁ ଆମ ଇତିହାସ ସହିତ ଏକ ଅଦୃଶ୍ୟ ଡୋରିରେ ବାନ୍ଧି ରଖିଥାଏ । ଏବଂ ଏହାକୁ ଜୀବିତ ରଖିବା ପାଇଁ ହିଁ ଆମେ ବିଭିନ୍ନ ପର୍ବ ପର୍ବାଣି ପାଳନ କରିଥାଉ । କିନ୍ତୁ ଆଜି କାଲି ଏହା ସମୟ ସହିତ ଲୀନ…

ଖୁବଶୀଘ୍ର ରାଜ୍ୟରେ ଖୋଲିବ ୩ଟି ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର: ପରିବହନ ବିଭାଗର ନୂଆ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟର ୩ଟି ଜିଲ୍ଲାରେ ଖୋଲିବାକୁ ଯାଉଛି ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର (ଆଇଡିଟିଆର) । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଅଶୋକ…

ଚନ୍ଦ୍ରଗ୍ରହଣରେ କଣ କରିବେ?ଏହା କେଉଁ ରାଶି ପାଇଁ ଶୁଭ ଓ ଅଶୁଭ

ଭୁବନେଶ୍ୱର: ଆଜି ହେଉଛି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ଏନେଇ ଭୋର ୫ଟା ୫୪ରୁ ବନ୍ଦ ହୋଇଛି ଦେବନୀତି । ଏହାସହ ଅନ୍ନ ଭୋଜନ ଓ ରୋଷେଇ କରିବା ମଧ୍ୟ ବନ୍ଦ ହୋଇଛି । ହେଲେ ରୋଗୀ, ବୃଦ୍ଧ, ପିଲା ଓ ଗର୍ଭବତୀମାନେ ଅନ୍ନପାକ…

ବୈଜ୍ଞାନିକମାନଙ୍କର ନୂତନ ଆବିଷ୍କାର; ଦୁନିଆରେ ପ୍ରଥମ ଥର ପାଇଁ ଲ୍ୟାବରେ ପ୍ରସ୍ତୁତ ହେଲା ‘ନକଲି ରକ୍ତ’,ଏଥର ଦୂର ହେବ ରକ୍ତ…

ନୂଆଦିଲ୍ଲୀ : ରକ୍ତ କୁ ନେଇ ବୈଜ୍ଞାନିକମାନଙ୍କର ନୂତନ ଆବିଷ୍କାର କରିଛନ୍ତି ତାହା ଯାଦୁଠାରୁ କମ୍ ନୁହେଁ। ଦୁନିଆରେ ପ୍ରଥମ ଥର ପାଇଁ ଦୁଇ ଜଣଙ୍କୁ ଲ୍ୟାବରେ ତିଆରି ନକଲି ରକ୍ତ ଦିଆଯାଇଛି। ଅବଶ୍ୟ, ଲ୍ୟାବରେ ପ୍ରସ୍ତୁତ…

ପୁଣି ବଢ଼ିବ ମହଙ୍ଗା ଭତ୍ତା! କର୍ମଚାରୀଙ୍କୁ ପୁଣି ବଡ଼ ଉପହାର ଦେବେ ମୋଦୀ ସରକାର

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ପୁଣି ଏକ ବଡ଼ ଖୁସି ଖବର ଆସୁଛି । ପୁଣି ବଢ଼ିବ ମହଙ୍ଗା ଭତ୍ତା (ଡିଏ) । ସାରା ଦେଶରେ ଏବେ ମହଙ୍ଗା ମାଡ଼ ଜାରି ରହିଥିବା ବେଳେ ସରକାର କର୍ମଚାରୀଙ୍କ ବେତନ ବୃଦ୍ଧି ନେଇ ବିଚାର…