CHARIDHAM

ବିଚ୍ ରାସ୍ତାରେ, NH ଉପରେ ଯୁବକଙ୍କୁ ଆଖିବୁଜା ଗୁଳିମାଡ଼

ବାରିପଦା: ବିଚ୍ ରାସ୍ତାରେ ଦିନ ଦ୍ୱିପ୍ରହରରେ ସର୍ବସାଧାରଣରେ ଗୋଡ଼ାଇ ଗୋଡ଼ାଇ ଫାୟାରିଂ କଲେ। ବାଇକରେ ଆସିଲେ ଯୁବକଙ୍କ ଉପରକୁ ଆଖିବୁଜା ଗୁଲିବର୍ଷା କଲେ। ଘଟଣାଟି କେଉଁ ବାହାର ରାଜ୍ୟର ନୁହେଁ ବରଂ ଖୋଦ୍ ଆମ…

୨୫ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ଏହିସବୁ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି !

ଭୁବନେଶ୍ୱର: ଗୋଟେପଟେ ଏବେବି ବନ୍ୟା ପାଣିରେ ହନ୍ତସନ୍ତ ହେଉଛନ୍ତି ବାଲେଶ୍ୱରବାସୀ। ଆଉ ତାଉପରେ ପୁଣି ବର୍ଷା ଭୟ। ବୋଝ ଉପରେ ନଳିତା ବିଡ଼ା ପଡ଼ିବା ପରି ଦାଉ ସାଝୁଛି ବର୍ଷା। କିଛି ଦିନର ଲଗାତାର ବର୍ଷା ଯୋଗୁଁ…

NH ଅବରୋଧ, ଅଟକିଲା ଗାଡ଼ି ମୋଟର

ଢେଙ୍କାନାଳ: କାମାକ୍ଷାନଗର ଥାନା ଆଳତୁମା ବାଇପାସ ନିକଟରେ ଘଟିଯାଇଛି ଦୁର୍ଘଟଣା। ପିକଅପ ଧକ୍କାରେ ରାସ୍ତାରେ ଯାଉଥିବା ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଥିବାବେଳେ ଦେଖାଦେଇଛି ଉତ୍ତେଜନା। ସାଇକେଲ ଆରୋହୀଙ୍କ…

୫୦ ହଜାରରୁ ଅଧିକ ଶିକ୍ଷକ ପାଇବେ ନିଯୁକ୍ତି, ପ୍ରସ୍ତୁତ ହେଉଛି ଡ୍ରାଫ୍ଟ

ଉତ୍ତରପ୍ରଦେଶ: ଆସିଲା ଖୁସି ଖବର। ୫୦ ହଜାରରୁ ଅଧିକ ପଦବୀ ପାଇଁ ଶିକ୍ଷକ ନିଯୁକ୍ତି କରାଯିବ। ୟୁପିରେ ରାଜ୍ୟ କର୍ମଚାରୀ ବିଭାଗ ଦ୍ୱାରା ଶିକ୍ଷକ ନିଯୁକ୍ତିର ଡ୍ରାଫ୍ଟ ପ୍ରସ୍ତୁତ କରାଯାଉଛି। ଡ୍ରାଫ୍ଟ ପ୍ରସ୍ତୁତ ହେବା…

ମିଛ ପ୍ରମାଣ ପତ୍ର କରି ସରକାରଙ୍କୁ ଠକୁଥିଲା ପ୍ରେମିକା, ପୋଲ୍ ଖୋଲିଦେଲା ପ୍ରେମିକ

ଉତ୍ତରପ୍ରଦେଶ: ପ୍ରେମିକା ରଚିଥିଲା ବଡ଼ ଷଡ଼ଯନ୍ତ୍ର। ସରକାରଙ୍କୁ ଲଗାଉଥିଲା ଚୂନା। ହେଲେ ପ୍ରେମିକ ଖୋଲିଦେଲା ପ୍ରେମିକାର କଳା ଚିଠା। ତାପରେ ସାମ୍ନାକୁ ଆସିଲା ସବୁ ସତ। ଲୋକ ଗୋଟିଏ ହେଲେ ଭିନ୍ନ ଭିନ୍ନ ଜାତିର ୩ଟି…

ମରିଗଲା ମଣିଷପଣିଆ, ଜୀବନ ବଞ୍ଚାଇବା ବଦଳରେ ଲୁଟିନେଲେ କୁକୁଡ଼ା

ଛତିଶଗଡ଼: ଅଜବ ଲୋକ! ରାସ୍ତାରେ ଗାଡି ଓଲଟିଲା, ଡ୍ରାଇଭରକୁ ବଞ୍ଚାଇବା ବଦଳରେ ଲୋକେ ଗାଡ଼ିରେ ଥିବା କୁକୁଡ଼ା ଚୋରି କରି ନେଇଗଲେ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ର ବେମେତାରା ଜିଲ୍ଲାରେ।…

ଏୟାର ଇଣ୍ଡିଆର ଦୁଇଟି ବିମାନରେ ତ୍ରୁଟି : ତ୍ରିବେନ୍ଦ୍ରମ-ଦିଲ୍ଲୀ ଉଡ଼ାଣ ବାତିଲ, ତିରୁବନନ୍ତପୁରମରେ ଜରୁରୀ ଅବତରଣ

ତିରୁବନନ୍ତପୁରମ: ଏୟାର ଇଣ୍ଡିଆର ଦୁଇଟି ବିମାନରେ ପୃଥକ ଘଟଣା ଯୋଗୁଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗୋଟିଏ ବିମାନରେ ପକ୍ଷୀ ଧକ୍କା ଦେବା ଯୋଗୁଁ ତ୍ରିବେନ୍ଦ୍ରମରୁ ଦିଲ୍ଲୀକୁ ଯାଉଥିବା ଉଡ଼ାଣଟି ବାତିଲ…

ଇରାନ-ଇସ୍ରାଏଲ ଯୁଦ୍ଧ, ସମୀକ୍ଷା ବୈଠକ ଡାକିଲେ ଆମେରିକା ରାଷ୍ଟ୍ରପତି

ଆମେରିକା: ବୈଠକ ଡାକିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସମୀକ୍ଷା ବୈଠକ ଡାକିଲେ ଆମେରିକା ରାଷ୍ଟ୍ରପତି। ଇରାନ ଓ ଇସ୍ରାଏଲ ଯୁଦ୍ଧ ଭିତରେ ପ୍ରବେଶ କରିଛି ଆମେରିକା। ଇସ୍ରାଏଲକୁ ସମର୍ଥନ କରି ଇରାନ ଉପରେ…

ଇରାନ-ଇସ୍ରାଏଲ ଯୁଦ୍ଧରୁ ମହଙ୍ଗା ହେବ ରୋଷେଇ ଗ୍ୟାସ ସିଲିଣ୍ଡର! ଆପଣଙ୍କ ପକେଟ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ନୂଆଦିଲ୍ଲୀ : ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ କେବଳ କ୍ରୁଡ଼ ତୈଳ ଉପରେ ନୁହେଁ, ବରଂ ଏଲପିଜି (Liquefied Petroleum Gas) ରୋଷେଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଉପରେ ମଧ୍ୟ ପଡ଼ୁଛି।…

ସେୟାର ବଜାର ଉପରେ ପଡ଼ିଲା ଯୁଦ୍ଧର ପ୍ରଭାବ, ଖସିଲା ସେନସେକ୍ସ ଓ ନିଫ୍ଟି

ନୂଆଦିଲ୍ଲୀ:  ଇରାନ ଓ ଇସ୍ରାଏଲ ଯୁଦ୍ଧ। ହେଲେ ପ୍ରଭାବ ସେୟାର ମାର୍କେଟ୍ ଉପରେ। ହଁ ସେୟାର ବଜାର ଉପରେ ପଡ଼ିଲା ଯୁଦ୍ଧର ପ୍ରଭାବ।  ଖସିଲା ସେନସେକ୍ସ ଓ ନିଫ୍ଟି। ଶୁକ୍ରବାର ଦିନ ଷ୍ଟକ ମାର୍କେଟରେ ଏକ ଚମତ୍କାର…