CHARIDHAM

କାର ଭିତରେ ଗୋଟିଏ ପରିବାରର ୩ ଶବ, ସ୍ତ୍ରୀ ଓ ନାବାଳକ ପୁଅକୁ ଗୁଳି କରି ବାପାର ଆତ୍ମହତ୍ୟା

ପଞ୍ଜାବ: ବାପାର ଜଘନ୍ୟ କାଣ୍ଡ। କାର ଭିତରେ ପଡିଛି ଗୋଟିଏ ପରିବାରର ୩ଟି ମୃତଦେହ। ମାଆ, ବାପା ଓ ନାବାଳକ ପୁଅର ମୃତ୍ୟୁ। ଏହା ମୃତ୍ୟୁ ନୁହେଁ ଏହା ହେଉଛି ହତ୍ୟାକାଣ୍ଡ। ଆଉ ହତ୍ୟା କରିଛି ନିଜେ ବାପା। କଥାଟି ଟିକେ…

ଇରାନ ପରମାଣୁ ଠିକଣା ଉପରେ ଆମେରିକାର ଆକ୍ରମଣ ପାଇଁ ସାହାଯ୍ୟ କରିଥିଲା କି ଭାରତ ? ସରକାରଙ୍କ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ଭାରତ ସରକାର ରବିବାର ସୋସିଆଲ ମିଡିଆରେ ପ୍ରଚାରିତ ଏକ ଦାବିକୁ ଖଣ୍ଡନ କରିଛନ୍ତି, ଯେଉଁଥିରେ କୁହାଯାଉଥିଲା ଯେ ଆମେରିକା ସେନା ଇରାନର ତିନୋଟି ପରମାଣୁ ଠିକଣା—ଫୋର୍ଡୋ, ନାଟାଞ୍ଜ ଓ ଇସଫାହାନ ଉପରେ ଆକ୍ରମଣ…

ଚୀନର ନୂଆ ସାମରିକ ଅସ୍ତ୍ର: ମଶା ଆକାରର ତିଆରି କଲା ଡ୍ରୋନ, କିପରି କରିବ କାମ ଓ କେତେ ଗମ୍ଭୀର ହୋଇପାରେ ପରିଣାମ ?

ଚୀନର ନ୍ୟାସନାଲ ଡିଫେନ୍ସ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ (ଏନୟୁଡିଟି) ଦ୍ୱାରା ବିକଶିତ ଏକ ମଶା ଆକାରର ମାଇକ୍ରୋ ଡ୍ରୋନ ସାମରିକ କ୍ଷେତ୍ରରେ ନୂଆ ବିପ୍ଳବ ଆଣିପାରେ। ଏହି ଅତି କ୍ଷୁଦ୍ର ଡ୍ରୋନ, ଯାହାର ଆକାର ଏକ ମଶା ପରି…

ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁଁ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି, ଏସୀୟ ବଜାରରେ ହ୍ରାସ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଅଶାନ୍ତି ଓ ଇସ୍ରାଏଲ-ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ସଙ୍କଟ ଯୋଗୁଁ ଅଶୋଧିତ ତୈଳର ମୂଲ୍ୟ ଗତ କିଛି ସପ୍ତାହରେ ନାଟକୀୟ ଭାବେ ବୃଦ୍ଧି ପାଇଛି। ଏହା ସହିତ ଏସୀୟ ବଜାରଗୁଡ଼ିକରେ…

ଆଜି ସୋମ ପ୍ରଦୋଷ ବ୍ରତରେ ପ୍ରଭୁ ମହାଦେବଙ୍କର ଏମିତି କରନ୍ତୁ ପୂଜା, ଘରେ ଭରିଯିବ ସୁଖ ସମୃଦ୍ଧି

ଓଡ଼ିଶାଭାସ୍କର: ଜୁନ୍ ୨୩ ତାରିଖ ଅର୍ଥାତ୍ ଆଷାଢ଼ ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥିରେ ସୋମ ପ୍ରଦୋଷ ବ୍ରତ ପାଳନ କରାଯାଏ।  ଏହି ତିଥି ଏବଂ ଦିନକୁ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ସମର୍ପିତ ବୋଲି ବିବେଚନା କରାଯାଏ।…

ଷ୍ଟ୍ରେଟ ଅଫ ହୋର୍ମୁଜ ବନ୍ଦ ହେଲେ ଭାରତ ନୁହେଁ, ଚୀନକୁ ହେବ ବଡ଼ କ୍ଷତି: ପ୍ରତିଦିନ ଏତିକି କ୍ରୁଡ଼ ତୈଳ କରୁଛି ଆମଦାନୀ

ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଇରାନୀ ସଂସଦ ହୋର୍ମୁଜ ଜଳଦ୍ୱାର (Strait of Hormuz) ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି, ଯାହା ପରେ କ୍ରୁଡ଼ ତୈଳ ମୂଲ୍ୟ ବୃଦ୍ଧି ନେଇ ବିଭିନ୍ନ ଅଟକଳ ଲଗାଯାଉଛି। କିନ୍ତୁ, ଏହାର…

ଭୟଙ୍କର ରୂପ ନେଉଛି ଇରାନ-ଇସ୍ରାଏଲ ଯୁଦ୍ଧ, ଆମେରିକା ସାହାସରେ ଇସ୍ରାଏଲ ବଳିୟାନ

ଇରାନ: ଭୟଙ୍କର ରୂପ ନେଉଛି ଇରାନ-ଇସ୍ରାଏଲ ଯୁଦ୍ଧ। ଯୁଦ୍ଧ ବନ୍ଦ କରିବାକୁ ଆମେରିକା ଇରାନ ଉପରେ ଆକ୍ରମଣ କରିଥିବା ବେଳେ, ଯୁଦ୍ଧରୁ ବିରତ ରହିବା ପରିବର୍ତ୍ତେ ଅଧିକ ଆକ୍ରମଣାତ୍ମକ ହୋଇ ପଡିଛି ଇରାନ। ଯାହାର ଶିକାର…

ଆଜି ଆସିକା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଗଞ୍ଜାମ: ଆଜି ଆସିକା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଠାକୁ ଯାଇ ବର୍ଷ ପୂର୍ତ୍ତି ଓ ଯୁବ ସମାବେଶ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଯୁବ ସମାବେଶରେ ଜନସାଧାରଣଙ୍କୁ ଉଦବୋଧନ ଦେବେ। ବିଜେପି ସରକାରକୁ…

୨୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ରବିବାର ସୂଚନା ଦେଇଛି ଯେ ଓଡ଼ିଶାରେ ଜୁନ୍ ୨୭ ସକାଳ ୮ଟା ୩୦ ମିନିଟ୍ ପର୍ଯ୍ୟନ୍ତ ବର୍ଷା ସହ ବଜ୍ରପାତ ଓ ଝଡ଼ତୋଫାନ ଜାରି ରହିବ। ଏହି ପାଣିପାଗ ପରିସ୍ଥିତି ପାଇଁ…

୧୮ ବର୍ଷ ପରେ ସୃଷ୍ଟି ହେଉଛି ମହାଲକ୍ଷ୍ମୀ ରାଜଯୋଗ, ଚମକିବ ଏହି ରାଶିମାନଙ୍କର ଭାଗ୍ୟ !

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନେ ଏକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଗୋଚର କରନ୍ତି ଏବଂ ରାଜଯୋଗ ଏବଂ ଶୁଭ ଯୋଗ ସୃଷ୍ଟି କରନ୍ତି। ଯାହା ମାନବ ଜୀବନ ତଥା ବିଶ୍ୱ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। କହି ରଖୁଛୁ ଯେ…