ସ୍ୱାମୀକୁ ପ୍ରେମିକ କହିଲା- ‘ତୋ ସ୍ତ୍ରୀକୁ ମୁଁ ଗର୍ଭବତୀ କରିଛି’: କୌଣସି ଫିଲ୍ମ ଷ୍ଟାଇଲରୁ କମ୍ ନୁହେଁ ଏହି କାହାଣୀ

କାନପୁର: ଉତ୍ତରପ୍ରଦେଶର କାନପୁରରେ ରେପର ଅଭିଯୁକ୍ତ ଜଣେ ଯୁବତୀଙ୍କ ସହ ଏପରି ଖେଳ ଖେଳିଛନ୍ତି, ଯାହା କୌଣସି ଫିଲ୍ମ ଷ୍ଟାଇଲରୁ କମ୍ ନୁହେଁ । ସୁରଜ ନାମକ ଅଭିଯୁକ୍ତ ୨ ବର୍ଷ ପୂର୍ବରୁ ପୀଡିତ ଯୁବତୀଙ୍କ ଘରେ ପଶି…

ଟୁଇଟର ପଇସାରେ ତ ଖଣି କିଣି ଦିଅନ୍ତି…’ ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ପୁନଃ କାର୍ଯ୍ୟକ୍ଷମ ନେଇ ଏମିତି କହିଲେ ମସ୍କ

ନୂଆଦିଲ୍ଲୀ: କଣ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ଵିଟର ପୁଣି ଥରେ କାର୍ଯ୍ୟକ୍ଷମ କରାଯିବ ? ଏଲନ ମସ୍କ ଟ୍ଵିଟରର ମାଲିକ ହେବା ପରଠୁ ଏହି ପ୍ରଶ୍ନ ବାରମ୍ଵାର ଉଠା ଯାଉଛି। ଆଉ ଏବେ ଏହାର ଜବାବ…

Uniform Civil Code: ସମାନ ନାଗରିକ ସଂହିତା କ’ଣ, ବିଭିନ୍ନ ଧର୍ମ ସହିତ ଏହାର ସମ୍ପର୍କ କ’ଣ, ଲାଗୁ ହେଲେ ଏହାର ପ୍ରଭାବ କ’ଣ ରହିବ

ନୂଆଦିଲ୍ଲୀ: ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ । ଏହାକୁ ନେଇ ପ୍ରତ୍ୟେକ ରାଜନୈତିକ ଦଳମାନେ ଦିନରାତି ଏକ କରିଦେଇଛନ୍ତି । ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ, ବିଜେପି ଓ ଆମ୍ ଆଦମୀ ପାର୍ଟି (ଆପ) ମଧ୍ୟରେ…

(VIDEO)ରିଷି ସୁନକଙ୍କ ହାତରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି; ଭାଇରାଲ ହେଉଛି ଧାର୍ମିକ ଭାବନାର ଅନେକ ଦୃଶ୍ୟ

ନୂଆଦିଲ୍ଲୀ: କଳା ସାହିତ୍ୟ ସଂସ୍କୃତିରେ ପରିପୂର୍ଣ୍ଣ ହେଉଛି ଭାରତ ତଥା ଓଡିଶା । ଯେଉଁଠାରେ ପୂଜା ପାଉଛନ୍ତି କୋଟି ଓଡିଆଙ୍କ ମଉଡମଣୀ ଜଗତରନାଥ ଜଗନ୍ନାଥ । କେବଳ ଯେ ଓଡିଶା ତାହା ନୁହେଁ ସାରା ବିଶ୍ୱରେ ସେ ପ୍ରସିଦ୍ଧ ।…

ସଲମାନଙ୍କୁ ହତ୍ୟା ଧମକ: ଗ୍ୟାଙ୍ଗଷ୍ଟର ଧମକ ପରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ବଲିଉଡ ଦବଙ୍ଗ ଷ୍ଟାର ତଥା ଭାଇଜାନ୍ ସଲମାନ ଖାନଙ୍କ ଜୀବନ ପ୍ରତି ବିପଦ ରହିଛି । ତାଙ୍କୁ ମିଳିଛି ଗ୍ୟାଙ୍ଗଷ୍ଟର ତରଫରୁ ଧମକ । ତେଣୁ ଧମକ ମିଳିବା ପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇ ତାଙ୍କୁ…

Smart Lunch Box : ଗ୍ୟାସ ବ୍ୟବହାରରୁ ମିଳିବ ମୁକ୍ତି ,ଏଥର କଥା କହିଲେ ହେବ ଖାଇବା ଗରମ

ନୂଆଦିଲ୍ଲୀ : ଦିନକୁ ଦିନ ନୂଆ ନୂଆ ସାମଗ୍ରୀର ଚାହିଦା ବଢିବା ସହିତ ନୂଆ ସାମଗ୍ରୀ ଉଦ୍ଭାବନ ମଧ୍ୟ ହେଉଛି । ଭାରତରେ ୫ଜି ସେବା ଆରମ୍ଭ କରାଯାଇଛି। ଏହା ସହିତ ଅନେକ ଉପକରଣ ମଧ୍ୟ ସ୍ମାର୍ଟ ହୋଇଯାଇଛି । ତେବେ ତୁମର…

ପୁରୁଷମାନେ ଅଣଦେଖା କରନ୍ତୁ ନାହିଁ ଏହି ଲକ୍ଷଣ; ନଚେତ ଜୀବନ ପ୍ରତି ଆସିପାରେ ବିପଦ

ପୁରୁଷମାନଙ୍କ ଜୀବନ ସର୍ବଦା ବ୍ୟସ୍ତବହୁଳ ରହିଥାଏ । ଯାହାଫଳରେ ସେମାନେ ନିଜ ପ୍ରତି ଏବଂ ନିଜ ସ୍ୱାସ୍ଥ୍ୟ ପ୍ରତି କିଛି କ୍ଷେତ୍ରରେ ଅଣଦେଖା କରିଥାନ୍ତି । ସେମାନଙ୍କ ଶରୀରରେ ଦେଖା ଦେଉଥିବା କିଛି ଶାରୀରିକ ସମସ୍ୟା…

AIIMSରେ ଆଜିଠାରୁ OPD ରେଜିଷ୍ଟ୍ରେସନ ମାଗଣା: ରୋଗୀଙ୍କୁ ମିଳିବ ୩୦୦ ଟଙ୍କା ପର୍ଯ୍ୟନ୍ତ ଫ୍ରି ଚିକିତ୍ସା

ନୂଆଦିଲ୍ଲୀ: ଆଜିଠାରୁ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂଗଠନ (ଏମ୍ସ) ଦିଲ୍ଲୀରେ ନୂଆ ନିୟମ ଲାଗୁ ହୋଇଛି । ଏମ୍ସରେ ଆଜିଠାରୁ ଓପିଡି ରେଜିଷ୍ଟ୍ରେସନକୁ ନେଇ କିଛି ପରିବର୍ତ୍ତନ କରାଯାଇଛି । ଦୈନିକ ଦେଶର ବିଭିନ୍ନ…

ପୁଲଓ୍ଵାମା ଆକ୍ରମଣରେ ଉତ୍ସବ ମନାଇଥିଲେ ଛାତ୍ର, କୋର୍ଟ ଦେଲେ ୫ ବର୍ଷ ଜେଲଦଣ୍ଡ

ବେଙ୍ଗାଲୁରୁ: ଜାମ୍ମୁ-କାଶ୍ମୀରର ପୁଲଓ୍ଵାମାରରେ ୨୦୧୯ରେ ସିଆରପିଏଫ ଯବାନଙ୍କ ଉପରେ ହୋଇଥିଲା ବଡ ଧରଣର ଆତଙ୍କବାଦୀ ଆକ୍ରମଣ। ତେବେ ଏଥିରେ ସଂପୃକ୍ତ ଆତଙ୍କବାଦୀଙ୍କ ପ୍ରଶଂସା କରି ସହିଦଙ୍କ ବଳିଦାନ ଉପରେ ଖୁସି ବ୍ୟକ୍ତ…

କାହିଁକି ବିପଦଜ୍ଜନକ କୋଡିନ କଫ ସିରପ; ଜାଣନ୍ତୁ ଏହାର ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ମୌସୁମୀ ପରିବର୍ତ୍ତନ କାରଣରୁ ବର୍ତ୍ତମାନ ଅନେକ ଲୋକଙ୍କୁ ଥଣ୍ଡା କାଶ ଆଦି ସମସ୍ୟା ଦେଖାଦେଉଛି । ଫଳରେ ସେମାନେ ଔଷଧ ଦୋକାନରୁ ବିଭିନ୍ନ ପ୍ରକାର ଔଷଧ ଆଣି ସେବନ କରିଥାନ୍ତି ଯାହାକି ଏକ ସାଧାରଣ କଥା ।…