IND vs BAN 1st ODI: ପ୍ରଥମ ଦିନିକିଆରେ ଫେଲ୍ ମାରିଲା ଭାରତୀୟ ଟିମ୍ର ବ୍ୟାଟିଂ, ୧୮୬ରେ ଅଲଆଉଟ୍
ମୀରପୁର: ବାଂଲାଦେଶର ଜବରଦସ୍ତ ବୋଲିଂ ଆଗରେ ଆଣ୍ଠେଇଛି ଭାରତୀୟ ଟିମ୍ । ଦୁଇ ଦେଶ ମଧ୍ୟରେ ଚାଲିଥିବା ପ୍ରଥମ ଦିନିକିଆରେ ଭାରତ ୧୮୬ ରନ୍ରେ ଅଲଆଉଟ୍ ହୋଇଯାଇଛି। ବାଂଲାଦେଶ ପାଇଁ ଶକିବ ଅଲ ହାସନ ୫ଟି ଉଇକେଟ୍ ନେଇଥିବା…