ରାଶିଫଳ(ସୋମବାର,୨୧ ନଭେମ୍ବର,୨୦୨୨)

ମେଷ - ଶୁଭଖବର ପାଇ ମନ ଖୁସି ହେବ । ସହକର୍ମୀମାନଙ୍କର ସମର୍ଥନ ଏବଂ ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଓ ସୁନାମ ଅର୍ଜନ କରିବେ । ବ୍ୟବସାୟରେ ଆକସ୍ମିକ ଧନ ପ୍ରାପ୍ତି ହେବା ଫଳରେ ବଢେଇବାର ପ୍ରୟାସ କରିବେ ।…

କଂଗ୍ରେସର କୌଣସି ବିକାଶ ଯୋଜନା ନାହିଁ, ଏହା ପଛରେ ଆପଣଙ୍କର ଭୋଟ୍ ନଷ୍ଟ କରନ୍ତୁ ନାହିଁ: ପ୍ରଧାନମନ୍ତ୍ରୀ ମୋଦୀ

ଗୁଜରାଟ: ଆସନ୍ତା ମାସରେ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଲାଣି। ​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ଆମ୍ରେଲି ଜିଲ୍ଲାର ଲୋକଙ୍କୁ ବିଜେପିକୁ ଭୋଟ ଦେବା ପାଇଁ ନିବେଦନ…

ପୁରୁଷ ବି ଶିଶୁଙ୍କୁ ଜନ୍ମ ଦେଇ ପାରିବ, ସ୍ତନ୍ୟପାନ କରାଇ ପାରିବ: ଜାଣନ୍ତୁ କ’ଣ ରହିଛି ବୈଜ୍ଞାନିକଙ୍କ ଟେକ୍ନିକାଲ ପ୍ରୋସେସ୍

ନୂଆଦିଲ୍ଲୀ: ଗତ ୧୯୭୪ରେ ‘କୁଆଁରା ବାପ’ ନାମକ ଏକ ଫିଲ୍ମ ମୁକ୍ତିଲାଭ କରିଥିଲା । ଉକ୍ତ ଫିଲ୍ମରେ ସିନେ ତାରକା ମହମୁଦ ଏକ ଗରିବ ରିକ୍ସାବାଲା ଭୂମିକାରେ ଆସିଥିଲେ । ଫିଲ୍ମରେ ସେ ଗୋଟିଏ ଶିଶୁକୁ ମାଆ ପରି ଲାଳନ ପାଳନ…

ଫିଫା ବିଶ୍ୱକପ୍ ୨୦୨୨: କତାରରେ ଆରମ୍ଭ ହେଲା ଫୁଟବଲ୍ ବିଶ୍ୱକପ୍, ଉଦଘାଟନୀ ସମାରୋହରେ ରଙ୍ଗ ଲଗାଇଲେ ବିଟିଏସ୍ ଗାୟକ

କାତର: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ କାତାରରେ ଆରମ୍ଭ ହୋଇଛି ଫୁଟବଲ୍ ବିଶ୍ୱକପ୍। ଏହି କାର୍ଯ୍ୟକ୍ରମରେ କେ ପପ୍ ବ୍ୟାଣ୍ଡ ବିଟିଏସର ଜଙ୍ଗ୍ କୁକ୍ ଏବଂ ପ୍ରସିଦ୍ଧ ଅଭିନେତା ମୋର୍ଗାନ୍ ଫ୍ରିମ୍ୟାନ୍ ଯୋଗ ଦେଇଥିଲେ।…

Cardiac Arrest ଓ Heart Attack ମଧ୍ୟରେ ଫରକ୍ କଣ: କାହିଁକି କମ୍ ବୟସ୍କଙ୍କୁ ଏହା ବେଶି ଆଟାକ୍ କରୁଛି

ନୂଆଦିଲ୍ଲୀ: ନିକଟରେ ବଙ୍ଗାଳି ଫିଲ୍ମ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା ମାତ୍ର ୨୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ସେ କ୍ୟାନ୍ସର ପରି ଭୟଙ୍କର ରୋଗରୁ ଦୁଇ ଥର ମୁକୁଳିଥିବା ବେଳେ କାର୍ଡିଆକ ଆରେଷ୍ଟରେ ମୃତ୍ୟୁବରଣ…

ସ୍ୱାଦିଷ୍ଟ ପଛରେ ଲୁଚିଛି ବିଷ: ୮ଟି ଖାଦ୍ୟ ଦେଖିବାକୁ ସୁନ୍ଦର, କିନ୍ତୁ ନେଇପାରେ ଜୀବନ, ସାଜିଥାଏ ଅନେକ ଭୟଙ୍କର ରୋଗର କାରଣ

ପ୍ରତ୍ୟେକ ମଣିଷ ସୁସ୍ୱାଦୁ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । ଏପରି ଖାଦ୍ୟ ପ୍ରତି ଅଧିକାଂଶ ଲୋକଙ୍କ ଦୁର୍ବଳତା ରହିଥାଏ । ତେବେ ଆପଣମାନେ ବୋଧହୁଏ ଏକଥା ଜାଣିନଥିବେ ଯେ, ଆମେ ଦୈନନ୍ଦିନ ଜୀବନରେ ସେବନ କରୁଥିବା…

ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅପରାଧ, POCSO ଆକ୍ଟ ମୁସଲମାନମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ: ହାଇକୋର୍ଟ

ନୂଆଦିଲ୍ଲୀ: ମୁସଲିମ ବ୍ୟକ୍ତିଗତ ଆଇନ ଏବଂ ବାଲ୍ୟ ବିବାହକୁ ନେଇ କେରଳ ହାଇକୋର୍ଟ ଏକ ବଡ କଥା କହିଛନ୍ତି। ଜଣେ ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ ଅଭିଯୁକ୍ତ ଜଣେ ମୁସଲମାନ ହୋଇଥିଲେ ମଧ୍ୟ…

CRRI ବୈଜ୍ଞାନିକଙ୍କ ବଡ଼ ଖୁଲାସା: ଧାନ ଫସଲକୁ ନଷ୍ଟ କରୁଛି ରାସ୍ତା କଡ଼ର ଲାଇଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଶିଳ୍ପ କ୍ଷେତ୍ରରେ ଆଜିର ସମାଜ ବହୁତ ଆଗକୁ ବଢ଼ିଯାଇଛି । ଏହା ପରେ ବି ଆଜି ଅଧିକାଂଶ ଲୋକ କୃଷି କ୍ଷେତ୍ର ଉପରେ ନିର୍ଭର କରି ନିଜର ଗୁଜୁରାଣ୍ଟ…

‘ଟାର୍ଗେଟ ହେବା ଭୟରେ, ବିଚାରପତିମାନେ ଜାମିନ ପ୍ରଦାନ କରୁନାହାଁନ୍ତି’- ମୁଖ୍ୟ ବିଚାରପତି ଡି.ୱାୟୀ. ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ଭାରତର ମୁଖ୍ୟ ବିଚାରପତି ଡି.ୱାୟୀ. ଚନ୍ଦ୍ରଚୂଡ଼ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି, 'ଜାମିନ ଆବେଦନ କରିବାକୁ ତୃଣମୂଳ ସ୍ତରରେ ଅନିଚ୍ଛା ପ୍ରକାଶ କରିବା କାରଣରୁ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ସଫଳତାର ସଂପନ୍ନ

ନୂଆଦିଲ୍ଲୀ:ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଡାହାଣ ଆଖିରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଆଜି(ନଭେମ୍ବର ୨୦, ୨୦୨୨) ସଫଳତାର ସହିତ କରାଯାଇଛି। ସକାଳେ ନୂଆଦିଲ୍ଲୀର ଆର୍ମି ହସ୍ପିଟାଲରେ (ରେଫରାଲ ଆଣ୍ଡ…